Latest Odisha News

BREAKING NEWS

Browsing Tag

jharsuguda bypoll

ବିରୋଧୀଙ୍କୁ ବିଜେଡିର ଜବାବ, ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସୁଶାନ୍ତ ସିଂ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନବମ…

‘ଝାରସୁଗୁଡ଼ା ଉପନିର୍ବାଚନ’ ଖରା ତାତିକୁ ତାତୁଛି ପ୍ରଚାର

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ…

ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ବେଜିପ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଟଙ୍କଧର ତ୍ରିପାଠୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟଙ୍କଧର ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଦଳୀୟ ଟିକେଟ୍ ଗ୍ରହଣ କରି ବିଶାଳ…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ…

ସବୁବେଳେ କୁହନ୍ତି, ସବୁବେଳେ ହାରନ୍ତି !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ କଣ ହେବ ରାଜନୈତିକ ଚିତ୍ର। ଦିନକ ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ବହୁ ଆଗରୁ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଘୋଷଣା କରି ବ୍ଲକ, ପଂଚାୟତ ଓ ତୃଣମୂଳ ସ୍ତରରେ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦେଇ…

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ। ତାହା ପୁଣି ବରିଷ୍ଠ…

ଝାରସୁଗୁଡ଼ା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ

ଝାରସୁଗୁଡ଼ା (କେ. ରୋଷନ ପୃଷ୍ଟି): ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରସୁଗୁଡ଼ା…

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ…