Latest Odisha News
Browsing Tag

jharsuguda bypoll

ଝାରସୁଗୁଡ଼ା ବିଜୟ ପରେ ବର୍ଷିଲେ ନବୀନ, କହିଲେ ସିଙ୍ଗଲ୍ କି ଡବଲ୍ ଇଞ୍ଜିନ୍ ନୁହଁ…

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବର୍ଷିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ନବୀନ ଜୋରଦାର୍ ବର୍ଷିଛନ୍ତି । ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ…

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ଝାରସୁଗୁଡ଼ା ଉପନିର୍ବାଚନ, କାଲି ସକାଳ ୮ଟାରୁ ୧୪ ଟେବୁଲରେ ୧୯ ରାଉଣ୍ଡ ଗଣତି

ଭୁବନେଶ୍ୱର: ଶନିବାର କଡ଼ା ସୁରକ୍ଷା ମଧ୍ୟରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦ ତାରିଖରେ ଉପନିର୍ବାଚନ ଭୋଟ୍ ଗ୍ରହଣରେ…

ଝାରସୁଗୁଡ଼ା ଉପନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କହିଛନ୍ତି…

‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’;…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ…

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ୍ ହୋଇଛନ୍ତି ତ୍ରିନାଥ…

ନିର୍ବାଚନ ବେଳେ ବିଜେପିର ମନ୍ତବ୍ୟକୁ ମହିଳା ବିରୋଧୀ କହିଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ଯେଉଁଭଳି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜେପି ସମାଲୋଚନା କରୁଛି ତାହା ସମାନ ଭାବରେ ବି‌ଜେପି ନେତାମାନେ ପଦମପୁର ଉପନିର୍ବାଚନ ବେଳେ ଏବେର ବିଧାୟକ ତଥା ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପୂର୍ବାପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି…