Latest Odisha News

BREAKING NEWS

Browsing Tag

job

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ଅଜବ ଚାକିରୀ… କେବଳ ଖାଇବ, ଶୋଇବ ମାସକୁ ଦରମା ନେବ

ନୂଆଦିଲ୍ଲୀ : ଚାକିରୀକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଆସିଥାଏ ।  କିଛି ଲୋକ କହିଥାଆନ୍ତି ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ ମାସକୁ ମାସ ଦରମା ଆସନ୍ତା ହେଲେ କିଛି କାମ କରିବାକୁ ପଡ଼ନ୍ତାନି । କେବଳ ଖାଇ ପିଇ ଶୋଇବା ପାଇଁ ଦରମା ମିଳନ୍ତା । ଠିକ୍ ଏମିତି କିଛି ଚାକିରି ବିଷୟରେ…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…