Latest Odisha News
Browsing Tag

Joe Biden

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

ହ୍ୱାଇଟ୍ ହାଉସରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ହ୍ୱାଇଟ୍ ହାଉସରେ ମୋଦିଙ୍କ ସ୍ୱାଗତ ବେଳେ ଜୋ ବାଇଡେନଙ୍କ ପତ୍ନୀଙ୍କ ସହ ଉପରାଷ୍ଟ୍ରପତି କମଲା ହାରିସ୍, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ…

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ…

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି ।…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ରୁଷରୁ ଗ୍ୟାସ୍ ଓ ତେଲ ଆମଦାନୀ ବ୍ୟାନ୍ କଲା ଆମେରିକା

ୱାଶିଂଟନ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ଆମେରିକା । ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି…

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏହି ଆଲୋଚନା…

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି ।…

ବୁଷ୍ଟର୍ ଡୋଜ ନେଲେ ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କରୋନାର ବୁଷ୍ଟର୍ ଡୋଜ ଗ୍ରହଣ କରିଛନ୍ତି।ଆମେରିକାର ଟିକାକରଣ ହାରରେ ଉନ୍ନତି ଆଣିବା ପାଇଁ ସେ ଲୋକଙ୍କୁ ଅଧିକ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ଯେ ବୁଷ୍ଟର୍‌ ଡୋଜ୍‌ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ…