Latest Odisha News

BREAKING NEWS

Browsing Tag

kalahandi

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ ।…

ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ଓ ୨ ଆହତ

ଭବାନୀପାଟଣା: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ମୃତ୍ୟୁର ବାହକ ହୋଇ ଆସିଲା ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର କୋକସରା କେନାଲ ବ୍ରିଜ୍ ଉପରେ ଆଜି ସକାଳୁ ସକାଳୁ ଏହି…

ବାଘ ଛାଲ ରାକେଟର ୭ ବେପାରୀ ଗିରଫ, ୯ଟି ବାଘ ଛାଲ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ…

ବାଘ ଛାଲ ସମେତ ୪ ବେପାରୀ ଗିରଫ

ଭବାନୀପାଟଣା: ରାଜ୍ୟରେ ବଢ଼ି ଚାଲିଛି ପଶୁ ଶିକାର । ବେଧଡକ ଭାବରେ ପଶୁଙ୍କୁ ଶିକାର କରୁଛନ୍ତି ଶିକାରୀ । ଏମିତି ଏକ ରାକେଟର ପୁଣି ପର୍ଦ୍ଦାଫାସ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ୪ ବାଘଛାଲ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ସେମାନଙ୍କ ପାଖରୁ…

ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ

କଳାହାଣ୍ଡି: ତେଲ ନଦୀରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀ ଗର୍ଭରୁ ମିଳିଛି ମୃତଦେହ । ସକାଳେ ବାହାଦୂର ପଦର ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ ।…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ, କଳାହାଣ୍ଡିର ଗୋଟିଏ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା/କଳାହାଣ୍ଡି: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ ଓ କଳାହାଣ୍ଡିର ଗୋଟିଏ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଝାରସୁଗୁଡ଼ା ପୌରାଞ୍ଚଳର ୮ଟି ସ୍ଥାନ ସହ ବେହେରାମାଳ, ସରବାହାଲ, ଝଣ୍ଡା ଛକ, ବମ୍ବେ ଛକ, ସରବାହାଲ ୧, ରେଲୱେ…

କେନାଲ ହୁଡା ଭୁଶୁଡି ୪୦ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା: ଘାଇ ସୃଷ୍ଟି ହୋଇ ଭାଙ୍ଗିଗଲା କେନାଲ ହୁଡା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଗୁନଗୁନିଆ ଡିଷ୍ଟିବୁଟାରୀ ନିକଟରେ ଘାଇ ସୃଷ୍ଟି ହୋଇ କେନାଲ ହୁଡା ଭୁଶୁଡି ପଡିଛି । ଫଳରେ ରେଙ୍ଗାଳପାଲି ଗାଁର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଜଳମଗ୍ନ…

ବାଇକ ଉପରେ ମାଡିଗଲା ବସ୍, ଗୋଟିଏ ପରିବାରର ୩ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ାଠାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ୍ ଉପରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ମାଡିଯିବାରୁ ବାଇକରେ ଥିବା ବାପା-ମା ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ଅଞ୍ଚଳ ତୁରେଛଡ଼ା ଗାଁର ଗୋଟିଏ ପରିବାର ସ୍ୱାମୀ…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…