Latest Odisha News

BREAKING NEWS

Browsing Tag

karnataka

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ…

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…

ଗାଡି ସାମ୍ନାକୁ ଆସିବାରୁ ରାଗରେ ସାପକୁ କାମୁଡି ଖଣ୍ଡ ଖଣ୍ଡ କଲେ ଯୁବକ

କୋଲାର: ରାସ୍ତାରେ ଗାଡି ଚଲାଇ ଯାଉଥିଲେ ମଦ୍ୟପ ଯୁବକ । ହଠାତ୍ ଚକା ତଳକୁ ଆସିଗଲା ଏକ ସାପ । ପିତ ଚଢିଗଲା ଯୁବକଙ୍କ ମୁଣ୍ଡକୁ । ଗାଡି ଅଟକାଇ ସାପକୁ ଦୁଇ ହାତରେ ଧରିଲେ । ରାଗରେ ଦାନ୍ତରେ ସାପର ମୁଣ୍ଡକୁ ଚିଣ୍ଡାଇ ପକାଇଲେ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।…

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା । ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

କର୍ଣ୍ଣାଟକରେ ଆସ୍ଥାଭୋଟ୍ ଜିଣିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ସୋମବାର ଦିନ ବିଜେପିର ୟେଦ୍ଦୁରପ୍ପା ସରକାର ଆସ୍ଥାଭୋଟରେ ବିଜୟ ହୋଇଛନ୍ତି । ଫଳରେ ଅନେକ ଦିନଧରି ଲାଗିରହିଥିବା ରାଜନୈତିକ କ୍ଷମତା ଲଢେଇର ପରିସମାପ୍ତି ଘଟିଛି । ବିଧାନସଭାରେ ୟେଦ୍ଦୁରପ୍ପା ସରକାର ଆଜି ଶକ୍ତି ପରୀକ୍ଷାରେ ବହୁମତ ହାସଲ କରିଛନ୍ତି ।…

କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହେଲେ ୧୪ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ରବିବାର ଦିନ ବାଚସ୍ପତି କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ଜେଡିଏସର ୩ ଏବଂ କଂଗ୍ରେସର…

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟା ସୁଦ୍ଧା ବିଧାନସଭାରେ ହେବ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ସନ୍ଧ୍ୟା ସୁଦ୍ଧା ନିଜର ଶକ୍ତି ପରୀକ୍ଷା ତଥା…

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…