Latest Odisha News
Browsing Tag

Kendrapada

ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ…

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର…

କୋଭିଡ୍ କଟକଣାରେ ପାଳନ ହେଲା ପବିତ୍ର ଇଦ ପର୍ବ

କେନ୍ଦ୍ରାପଡା: କରୋନା ମହାମାରୀର ଦ୍ୱିତୀୟ ଲହରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ୍ କଟକଣାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ରାପଡାର ଇସଲାମ ଧର୍ମୀ । କୋଭିଡ୍ କଟକଣା ଅନୁଯାୟୀ କେନ୍ଦ୍ରାପଡା ସହରରେ ପବିତ୍ର ଇଦ ପର୍ବ ପାଳନ କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ଗୋଟିଏ ମାସ…

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

ନିଆଁ ଆଁରେ ୧୫ ବଖରା ଭସ୍ମ, ୫ ଆହତ

କେନ୍ଦ୍ରାପଡ଼ା/ଭଞ୍ଜନଗର: ବଡ଼ହାଟ ଇମାମବାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ୮ ବଖରା ପୋଡ଼ିପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ସମସ୍ତ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ଚାକିରି ଲୋଭରେ ଫସିଗଲା ବିଚରା, ଇଣ୍ଟରଭ୍ୟୁ ପାଇଁ ଡାକି ଚୋରକୁ ବାନ୍ଧିଲା ପୋଲିସ 

କେନ୍ଦ୍ରାପଡ଼ା: ପୋଲିସ ଫାସରେ ଫସିଗଲା ଚୋର । ଚାକିରି ଲୋଭରେ ଧରା ପଡିଗଲା ଚୋର । ଭିନ୍ନ ଏକ କୌଶଳରେ ଗହଣା ଦୋକାନ ଚୋରି ଘଟଣାରେ ଜଣେ ଚୋରକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସ ବାନ୍ଧିଛି । ଚୋରି ହେବାର ପ୍ରାୟ ସପ୍ତାହକ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଚିହ୍ନଟ କରି କୌଶଳରେ ଗିରଫ…

ଖଟ ଉପରେ ବସିଥିଲା ନାଗ ସାପ, ଫଣା ଟେକି ଫଁ ଫଁ କରୁଥିଲା

କେନ୍ଦ୍ରାପଡ଼ା: ଶୋଇବା ଖଟ ଉପରେ ବସିଥିଲା ନାଗ ସାପ । ଫଣା ଟେକି ରହିଥିଲା । ବିରାଟକାୟ ସାପ । କେତେବେଳେ ଘର ଭିତରେ ପଶିଲା ଓ ଖଟ ଉପରକୁ ଚଢ଼ାଗଲା କେହି ଦେଖି ପାରି ନଥିଲେ । ଯେତେବେଳେ ସାପ ଉପରେ ନଜର ପଡ଼ିଲା ସମସ୍ତେ ଭୟରେ ଥରିଥିଲେ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର…

ପେଣ୍ଠ ସମୁଦ୍ରକୂଳରେ ୧୪୪ ଧାରା ଲାଗୁ, ପାଣିକୁ ଓହ୍ଲାଇଲେ ଜରିମାନା

କେନ୍ଦ୍ରାପଡ଼ା: ରାଜନଗର ଅନ୍ତର୍ଗତ ପେଣ୍ଠ ସମୁଦ୍ରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ସମୁଦ୍ର ପାଣିକୁ ଓହ୍ଲାଇଲେ ଗଣିବା ଜରିମାନା । ନାଲି ପତାକା ଲଗାଇ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କିଛି ଦିନ…

ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଅସୁସ୍ଥ

କେନ୍ଦ୍ରାପଡ଼ା: ଠାକୁରାଣୀଙ୍କ ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପିଲଛାପାଟିଆ ଗାଁରେ ଏହି ଘଟଣା ଘଟିଛି । ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ…

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି…