Latest Odisha News

BREAKING NEWS

Browsing Tag

liquor

ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲେ ଦିଲଜିତ୍

ନୂଆଦିଲ୍ଲୀ: ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ପ୍ରଶଂସକମାନଙ୍କୁ 'ଦିଲ-ଲୁମିନିଟି ଟୁର୍' ଜରିଆରେ ମନୋରଞ୍ଜନ କରୁଛନ୍ତି। ତାଙ୍କ ଶୋ’ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି। ଆଜିକାଲି ସେ ତାଙ୍କ ସୋ ଅପେକ୍ଷା ଆଇନଗତ ନୋଟିସ୍ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ନଭେମ୍ବର…

ମତୁଆଲା ହେଲା ସହର, ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯କୋଟି ଟଙ୍କାର ମଦ

ଲକ୍ଷ୍ନୌ: ନୂଆ ବର୍ଷରେ ମତୁଆଲା ହେଲା ସହର। ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯ କୋଟି ଟଙ୍କାର ମଦ। ଉତ୍ତର ପ୍ରଦେଶର ନୋଏଡ଼ା ସହରରେ ନୂଆ ବର୍ଷ ପାଳନ ବେଳେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହା ଗତ ବର୍ଷ ତୁଳନାରେ ୨୩ ଗୁଣା ଅଧିକ। ସେହିପରି ପୂରା…

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ…

୬୦ ଲିଟର ମଦ ଜବତ ସହ ଜଣେ ଗିରଫ

କାମାକ୍ଷାନଗର : ପେଟ୍ରୋଲିଂ ବେଳେ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୋଲିସ । ପଣ୍ଡୁଆ ରାସ୍ତାରେ ସ୍କୁଟି ଯୋଗେ ମଦ ଚାଲାଣ କରୁଥିଲା ଜଣେ ବ୍ୟକ୍ତି  । ଢେଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଅବକାରୀ ଟିମ୍‌ ସେହି ମଦ ମାଫିଆକୁ ଗିରଫ କରିଛି…

ମଦ ବାର ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ଯାଜପୁର : ମଦ ବାର ଖୋଲିବା ନେଇ ଦେଖିବାକୁ ମିଳିଛି ହଟ୍ଟଗୋଳ । ବରି ବ୍ଳକ ବାଲିଆ ଗାଁରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଞ୍ଚାୟତବାସୀ । ଏ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ…

[ଭିଡିଓ] ମଦ ନିଷେଧ ରାଜ୍ୟରେ ମଦ ହରିଲୁଟ୍

ଭୁବନେଶ୍ୱର: ଭାରତର କିଛି ହାତଗଣତି ରାଜ୍ୟକୁ ମଦ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ତଥାପି ସେହି ରାଜ୍ୟମାନଙ୍କରେ ପ୍ରତିଦିନ ସାମ୍ନାକୁ ଆସିଥାଏ ବେଆଇନ ମଦ କାରବାର । ଏହି ତାଲିକାରେ ବିହାର ରାଜ୍ୟ ମଧ୍ୟ ସାମିଲ ଅଛି । ନିକଟରେ ଏହି ରାଜ୍ୟରେ ମଦ ହରିଲୁଟର ଘଟଣା ସୋସିଆଲ ମିଡିଆରେ…

ବାରିପଦାରେ ନକଲି ମଦ କାରଖାନା ଠାବ

ବାରିପଦା: କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା। ଯାହା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି। ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ରାତିରେ ଚଢାଉ କରିଥିଲା ବେଳେ ଜବତ ହୋଇଛି ବିପୁଳ ନକଲି ବିଦେଶୀ ମଦ।…

ମଦ ବ୍ୟବସାୟୀଙ୍କୁ ଟିକସ ଛାଡ ନିଷ୍ପତ୍ତିକୁ ନେଇ କଂଗ୍ରେସର ପ୍ରତିବାଦ

ଯାଜପୁର: ମଦ ବ୍ୟବସାୟୀଙ୍କୁ ଟିକସ ଛାଡ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ଦଳ ବିରୋଧ କରିଛି । ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।…

ଲକଡାଉନରେ ମଦ ହୋମ୍ ଡେଲିଭରିକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ସମୟରେ ମଦର ହୋମ୍ ଡେଲିଭରି କରାଯିବ। ଅବକାରୀ ବିଭାଗ ଆଇଏମ୍ଏଫ୍ଏଲ୍ ଦୋକାନ ତଥା ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମଦ ହୋମ୍ ଡେଲିଭରି ଉପରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ କହିଛି। ତେବେ ଏହାପୂର୍ବରୁ ବିଭାଗ ପକ୍ଷରୁ ଲକଡାଉନ ସମୟରେ ମଦର…

ଢାବା ମାଲିକ ଗିରଫ, ବିପୁଳ ପରିମାଣର ମଦ ଜବତ

ଢେଙ୍କାନାଳ: ଲାଭଖୋର ଢାବା ମାଲିକଙ୍କ ଅଭିନବ ଉପାୟ । ଲକଡାଉନ୍‌ରେ ଚଢା ଦରରେ ବେଆଇନ ଭାବେ ମଦ ବିକି ମାଲାମାଲ ହେବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲା । ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢାବାରୁ ଜବତ ହୋଇଛି ବିପୁଳ…