Latest Odisha News

BREAKING NEWS

Browsing Tag

Literarture

ଅସିତ ମହାନ୍ତିଙ୍କୁ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ପ୍ରଖ୍ୟାତ ଲେଖକ, ଅନୁବାଦକ ତଥା ପୋଥିନାଥ ଭାବେ ପରିଚିତ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ଅସିତ ମହାନ୍ତିଙ୍କୁ 'ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ' ପ୍ରଦାନ କରାଯାଇଥିଲା।…

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ସମାରୋହ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ସ୍ଥାପନା ସମାରୋହ ସ୍ଥାନୀୟ ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ହରପ୍ରସନ୍ନ ଦାସ ମୁଖ୍ୟ ବକ୍ତା, ପ୍ରଦୀପ୍ତ କୁମାର ମହାରଣା…

ଅନୁବାଦ ଗଳ୍ପ : ଟ୍ରୟରୁ ଟ୍ରୋଜାନ୍ ଘୋଡ଼ାକୁ ଗ୍ରୀସ୍ ଫେରେଇ ଆଣିଥିବା ଲୋକର ଡାଏରୀ

ମୂଳ ରଚନା : ଜେମ୍‌ସ୍ ଫୋଲ୍‌ଟା ବଡ଼ ଖବର : ସେନାପତିମାନେ ଘୋଡ଼ାଟାକୁ ଗ୍ରୀସ୍ ନେଇଯିବା ପାଇଁ ମତେ କହିଛନ୍ତି । କି କଥା ! ମୁଁ ଭାବିଥିଲି ଏଟାକୁ ଆମେ ଟ୍ରୟରେ ଛାଡ଼ିକରି ଫେରିିବୁ । ପୂରା ମଇଳା ଆଉ ଖରାପ ହେଇଯାଇଛି ଘୋଡ଼ାଟା । କିନ୍ତୁ ଉଚ୍ଚ ଅଫିସର୍‌ମାନେ ହିଁ ଜିଦ୍ ଧରି ବସିଛନ୍ତି, ଘୋଡ଼ା…

‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଉନ୍ମୋଚିତ

ଭୁବନେଶ୍ୱର : ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତଥାଅଗ୍ରଦୂତ ପ୍ରକାଶନୀ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶିକା ମଧୁମିତା ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି…

କବିତାରେ ହିଁ ବଞ୍ଚୁଥିଲେ କବି ଚକ୍ରଧର

ଭୁବନେଶ୍ୱର : ଚକ୍ରଧର -ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ,…

ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ 'ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ' ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର…

‘ଶିଳାଶ୍ରୀ’ର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ୧୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି , ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ…

ନରେନ୍ଦ୍ର ନାଥ ଦାଶଙ୍କ ‘ପ୍ରୀତି ପ୍ରମୋଦିନୀ’ ଉନ୍ମୋଚିତ

ଭୁବନେଶ୍ୱର : କବି ନରେନ୍ଦ୍ର ନାଥଙ୍କ ରଚିତ ଗୀତି କବିତା ପୁସ୍ତକ 'ପ୍ରୀତି ପ୍ରମୋଦିନୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ , ଆଶ୍ରାକ୍ଳବର ବିଂଶତମ ସ୍ୱନକ୍ଷେତ୍ର ଦିବସ ଅବସରରେ ଉନ୍ମୋଚିତ ହୋଇ ଯାଇଛି। ବିଷ୍ଣୁପ୍ରିୟା ଓତାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର ପ୍ରିୟଦର୍ଶୀ…

ରାଜ କିଶୋର ଦାଶଙ୍କ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ରାଜ କିଶୋର ଦାଶଙ୍କ ରଚିତ 'ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ' ଓ 'ଝାପସା ସତ ଝାପସା ମିଛ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟା ନନ୍ଦ କର ମୁଖ୍ୟ ଅତିଥି , ପଣ୍ଡିତ…

ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର…