Latest Odisha News

BREAKING NEWS

Browsing Tag

Literarture

ଭାରତୀୟ ସଂସ୍କୃତି ମହାଭାରତର ମୂଲ୍ୟବୋଧ ଉପରେ ଆଧାରିତ

ଭୁବନେଶ୍ୱର : ଲେଖକ ବ୍ରଜବନ୍ଧୁ ପଣ୍ଡାଙ୍କ ରଚିତ ପୁସ୍ତକ 'ପାଣ୍ଡବ କୁଳଚନ୍ଦ୍ରମା' ଓ 'ଅମ୍ଳାନ ଦୀପ୍ତି' , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। ଲେଖକ ମହାଭାରତର ପରୀକ୍ଷିତ ଚରିତ୍ରକୁ ନେଇ 'ପାଣ୍ଡବ କୁଳଚନ୍ଦ୍ରମା' ଓ ଓଡ଼ିଶାର କବିମାନଙ୍କୁ ନେଇ ତା 'ଅମ୍ଳାନଦୀପ୍ତି'…

ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’ ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ…

ଉନ୍ମୋଚିତ ହେଲା ସୂର୍ଯ୍ୟମଣି ମିଶ୍ରଙ୍କ “କ୍ଷମତାର ଚରିତ୍ର”

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର…

ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ସ୍ଥାନୀୟ ଇଡକଲ ଅଡିଟୋରିୟମର ବିଷ୍ଣୁ ସେଠୀଙ୍କର ରଚିତ ପୁସ୍ତକ " ଶିରୋଧାର୍ଯ୍ୟ ଶିରୋନାମା " ଏବଂ ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟରେ ଦୁର୍ଗା ପ୍ରସାଦ ସାହୁଙ୍କ ରଚିତ ପୁସ୍ତକ "ଗଡ଼ଜାତ ଆନ୍ଦୋଳନ - ଢେଙ୍କାନାଳ ଓ ତାଳଚେର"…

ବାବାଜୀ ସତ୍ୟାନନ୍ଦ ଦାସ ପାଇଲେ କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ

ଭୁବନେଶ୍ୱର : କଳା ମଣିମା ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ, ସ୍ଥାନୀୟ ରାଧା ବଲ୍ଲଭ ମଠ ପରିସରରେ "କଳା ମଣିମା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ "କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ" ସଂଯୁକ୍ତା ରାଉତଙ୍କୁ ନିଷ୍ଠାପର ସେବା ପାଇଁ ,…

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଶୀତ ସାହିତ୍ୟ ଆସର

ଭୁବନେଶ୍ୱର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର "ଶାରଦୀୟ ବିଶେଷାଙ୍କ" ପତ୍ରିକା ଉନ୍ମୋଚିତ ହୋଇଥିଲା । ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ,…

ମୈତ୍ରେୟୀ ଲେଖିକା ସଂଗଠନର ଆଭାସୀ ଗଳ୍ପ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନ ପକ୍ଷରୁ ସଭାପତି ମୈତ୍ରେୟୀ ମାନମୟୀ ରଥ ଏବଂ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦଙ୍କର ତତ୍ତ୍ୱାବଧାନରେ ଏକ ଆଭାସୀ ଗଳ୍ପ ଆସର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ସାହିତ୍ୟିକ ସାମିଲ ହୋଇ ଆସରଟିକୁ ସମୃଦ୍ଧ କରିଥିଲେ ।…

ସାହିତ୍ୟ ସାଧନା ସବୁବେଳେ ଦୈବୀ ଆଶୀର୍ବାଦ ସଦୃଶ : ଦେବଯାନୀ ଦାସ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ…

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ  ପାହାଡକୁ ଛୁଇଁ ଆସିଲାଣି ଧିରେ ଘନ କୁହୁଡ଼ିରେ ଶୀତ ପାଚିଲା ଧାନକୁ ଦେଖି ଦେଇ ଚାଷୀ ଖୁସିରେ ଗାଉଛି ଗୀତ ।। ଘାସ ପତରରୁ ଶିଶିର ମୁକୁତା ଟୋପା ଟୋପା ଝରୁଅଛି ସୁନେଲି ସୂରୁଜ ସୋରିଷ ଫୁଲରେ କିରଣ ଢାଳି ହସୁଛି ।। ଶୀତର ପୋଷାକ ଖୋଜା ପଡିଲାଣି ସୁଏଟର ମଫଲର…

ସଂଘମିତ୍ରା ମିଶ୍ର ପାଇଲେ “ଶୈଳଜା” ସମ୍ମାନ

ଭୁବନେଶ୍ୱର : ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ସାରସ୍ୱତ ସମାରୋହ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମାଲୋଚିକା ସଂଘମିତ୍ରା ମିଶ୍ରଙ୍କୁ ଶୈଳଜା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସାରସ୍ୱତ ସମାରୋହରେ "ସମ୍ବାଦ"ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ…