ମହାଶ୍ବେତା ସାହୁ ପାଇବେ ୧୬ତମ ‘ଟାଇମପାସ୍ ବୁକର ପୁରସ୍କାର’
ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଗତ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ବେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।୪୫ ବର୍ଷ ବାୟସ ସୀମା ମଧ୍ୟରେ…