Latest Odisha News

BREAKING NEWS

Browsing Tag

Lockdown Diaries

ଲକ୍‌ଡାଉନ ଡାଏରୀ: ସ୍ୱାମୀ ଓ ପୁଅଙ୍କ ସହ ସମୟ କାଟିବାର ସୁଯୋଗ ମିଳିଛି ସମାଜସେବୀ ପ୍ରୀତିଛନ୍ଦାଙ୍କୁ ..

ଭୁବନେଶ୍ୱର : ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ । କେତେକ ସ୍ଥାନରେ କଟକଣାକୁ କୋହଳ କରାଯାଇଛି । ତଥାପି ବାହାରେ ଅଯଥା ବୁଲାବୁଲି କରିବା ନେଇ ବାରଣ ରହିଛି । ତେବେ ଏହି ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବାରୁ ପରିବାର ଭିତରେ ବଢିଛି ସମ୍ପର୍କ ଆହୁରି ସୁଦୃଢ ହୋଇଛି । ଆଗରୁ ପିଲାଙ୍କ…

ଲକଡାଉନ ଡାଏରୀ: ଘର କାମରେ ସ୍ୱାମୀ ସାହାଯ୍ୟ କରୁଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅଭିନେତ୍ରୀ ପୁପୁଲ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ । ଏ ଭିତରେ ଦୋକାନ ବଜାର ଖୋଲିବାରେ କିଛିଟା କୋହଳ କରିଛନ୍ତି ସରକାର । ଅନେକ ଅଫିସ ମଧ୍ୟ ଖୋଲିଲାଣି । ତଥାପି କିଛି ସ୍ଥାନରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହେଉଛି । ତେବେ ଏହି ଲକଡାଉନ ପିରିୟଡରେ କିଏ କଣ କରୁଛନ୍ତି, କେମିତି କଟୁଛି ଦିନ…

ଲକ୍‌ଡାଉନ ଡାଏରୀ: ଅଭିନେତ୍ରୀ ତମନ୍ନାଙ୍କୁ ସୁଯୋଗ ମିଳିଛି ପରିବାର ସହ ସମୟ ବିତାଇବା ପାଇଁ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସାରା ଦେଶ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଅନେକଙ୍କ ମତରେ ଏହି ଲକ ଡାଉନ ତାଙ୍କୁ ଅନେକ ଜିନିଷ ଦେଇଛି । ଯେମିତି ନିଜ ସମ୍ପର୍କୀୟଙ୍କ ସହ ସାଙ୍ଗସାଥୀଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ । ତେବେ ଏହି ଲକ୍ ଡାଉନରେ କିଏ କେମିତି କଟାଉଛନ୍ତି…

ଲକଡାଉନ ଡାଏରୀ: ଓଡିଶୀ ନୃତ୍ୟଶିଳ୍ପୀ ସୋନାଲିକା ଓ ତାଙ୍କ ଝିଅ ଶ୍ରୀନିକାଙ୍କୁ ଏକାଠି ନୃତ୍ୟାଭ୍ୟାସ ପାଇଁ ମିଳିଛି ସମୟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନର ଆଜି ଶେଷ ଦିନ । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକ୍ ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି ଲକ୍ ଡାଉନରେ ଲୋକେ ଘରେ ରହି ବୋର ହେବା ଅପେକ୍ଷା କଣ କଲେ ନିଜକୁ ଅଧିକ ଖୁସି ମିଳି ପାରିବ ତାର ବାଟ କାଢିଛନ୍ତି ।…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…

ଲକ୍ ଡାଉନ ଡାଏରୀ: କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ସ୍କେଚ୍ କରୁଛନ୍ତି ଅଭିନେତା ପାର୍ଥ 

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଇଉନ ଯେତେବଳେ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଛି । ଏବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଯାଉଛି । ତେବେ ଏହି ଲକ୍ ଡାଉନ ସମୟରେ ଲୋକେ ଘରେ ରହିବା ସହିତ ନିଜକୁ ସୃଜନଶୀଳ କାମରେ ନିୟୋଜିତ କରୁଛନ୍ତି । ଏହି ସମୟରେ କିଏ କେମିତି କାଟୁଛନ୍ତି ସମୟ…

ଲକ୍‌ଡାଉନ ଡାଏରୀ : କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ସଚେତନ କରୁଛନ୍ତି ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ

ଭୁବନେଶ୍ୱର : ଲକ୍‌ଡାଉନ, ଅନେକ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମ୍ପର୍କର ସେତୁ ବାନ୍ଧିଛି ଏହି ଲକ୍ ଡାଉନ । ସମସ୍ତେ ନିଜ ନିଜ କର୍ମବ୍ୟସ୍ତତା ମଧ୍ୟରେ ପାରିବାରିକ ସମ୍ପର୍କଠାରୁ ଦୂରେଇ ଯାଉଥିବା ବେଳେ ଯୋଡି ହୋଇଛନ୍ତି ଏହି…

ଲକ୍ ଡାଉନ ଡାଏରୀ: ମୋ ଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସଙ୍କଟର ସମୟ ବୋଲି କହିଛନ୍ତି ଡିଜାଇନର ଜ୍ୟୋତ୍ସା ଦାସ

ଭୁବନେଶ୍ୱର : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବା ବେଳେ କେତେକ ସ୍ଥାନରେ ଯାତାୟତ ଓ ଦୋକାନ ବଜାର ଖୋଲିବା ନେଇ କିଛିଟା କୋହଳ ହେଲାଣି । ତଥାପି ଜୀବନାଯାତ୍ରା ସ୍ୱାଭାବିକ ହୋଇନାହିଁ । ତେବେ ଏହି ଲକ୍ ଡାଉନ ସମୟରେ କିଏ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ ଆମର ସ୍ୱତନ୍ତ୍ର…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

ଲକ୍‌ଡାଉନ ଡାଏରୀ : ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ନୃତ୍ୟାଭ୍ୟାସ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ଭୁବନେଶ୍ୱର : ତୃତୀୟ ଥର ପାଇଁ ବଢିଛି ଲକ୍ ଡାଉନ ଅବଧି । ତେବେ ଏହି ସମୟରେ ସମସ୍ତେ ସମୟକୁ ଉପଯୋଗ କରିବାକୁ ଯାଇ କିଏ ବହି ପଢାରେ ତ କିଏ ନୃତ୍ୟ, ଗୀତ କିମ୍ବା ଚିତ୍ର କରିବାରେ ମନୋନିବେଶ କରୁଛନ୍ତି । ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଜାଣିବା ଓଲିଉଡର ଅଭିନେତ୍ରୀ ଦିବ୍ୟା…