Latest Odisha News

BREAKING NEWS

Browsing Tag

lootera arrest

[ଦେଖନ୍ତୁ ଭିଡିଓ] ୮ଜଣିଆ ଲୁଟେରା ଗ୍ୟାଙ୍ଗର ଲୁଟପାଟ୍ : ହତ୍ୟା ଧମକ ଦେଇ ଲୁଟିନେଲେ ସୁନା ଗହଣା

ରାୟଗଡା : ରାୟଗଡା ସାଇପ୍ରିୟା ନଗର ତୃତୀୟ ଲାଇନରେ ହୋଇଛି ବଡ ଧରଣର ଡକାୟତି । ରେଳବାଇରେ ଗୁଡ୍ସ ଟ୍ରେନ୍ ଗାର୍ଡ ଭାବେ କାର୍ଯ୍ୟରତ ଏମ.ଭେଙ୍କେଟ ରାଓଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ ହୋଇଛି । ୮ଜଣିଆ ଏକ ଡକାୟତି ଗ୍ୟାଙ୍ଗ ରାତିଅଧରେ ଘରର ଝରକା ଓ ଲୁହା ଗ୍ରୀଲ ଭାଙ୍ଗି ଘରେ ପଶି…

ଲୁଟ୍ ମାମଲାରେ ୪ ଗିରଫ

ରାଉରକେଲା: ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ ।  ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟରରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର…

ମହିଳାଙ୍କ ବେକରୁ ଚେନ ଲୁଟିବାକୁ ଯାଇ ଛେଚା ଖାଇଲେ ଦୁଇ ଲୁଟେରା

ଭଦ୍ରକ : ଲୁଟେରାଙ୍କୁ ଉତ୍ତମ ମଧ୍ୟମ । ସୁନା ଚେନ୍ ଲୁଟ୍ କରି ଫେରାର ହୋଇ ଯାଉଥିଲେ । କିନ୍ତୁ କିବାକୁ କରି ନିର୍ଦ୍ଧୁମ ଛେଚିଲେ ଲୋକେ । ଭଦ୍ରକ ମେଡିକାଲ ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅମୁଲ କୂଲ ପିଇବା ବାହାନାରେ ସୁନା ଚେନ ଝାମ୍ପି ନେଇ ପଳାଉଥିଲେ । କିନ୍ତୁ ଲୋକେ ୨…

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ…

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ…

ଡକାୟତି ଉଦ୍ୟମ ବିଫଳ, ୬ ଗିରଫ

ପୁରୀ : ଡକାୟତି ଉଦ୍ୟମ ବିଫଳ | ତାଳବଣିଆ ଥାନା ପୋଲିସ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ପାଟ୍ରୋଲିଂ ସମୟରେ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ଏକ ୬ ଜଣିଆ ଡ଼କାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର…