Latest Odisha News

BREAKING NEWS

Browsing Tag

Mahanadi

ମହାନଦୀରେ ବୁଡି ଦୁଇ ଭାଇ ମୃତ

ବୌଦ୍ଧ: ମହାନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ । ବଡ ଭାଇକୁ ବଂଚାଇବାକୁ ଯାଇ ଚାଲଗଲା ସାନ ଭାଇର ଜୀବନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଘଟିଛି  ଏଭଳି ଘଟଣା । ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ…

ମହାନଦୀରେ ଭାସିଗଲେ ୬ ଯୁବତୀ, ୫ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବଡବଜାର ନିକଟସ୍ଥ ମହାନଦୀରେ ୬ ଜଣ ଯୁବତୀ ଗାଧୋଉଥିବା ସମୟରେ ଅଚାନକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ବେଳେ ଉକ୍ତ ଯୁବତୀମାନେ ନଦୀରେ…

ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍ ଶନିବାର ଦିନ ବନ୍ଦ କରାଯାଇଥିବା ବେଳେ ମହାନଦୀର ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଓଡିଶା ସରକାର । ପ୍ରାପ୍ତ ସୂଚନାନୁଯାୟୀ ଗତ ଗୁରୁବାର ଦିନ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଲାଗି ୨୦ଟି ଗେଟ୍ ଖୋଲାଯାଇଥିବା ବେଳେ…

ବିପଦ ସଙ୍କୁଳ ସ୍ଥିତିରେ ମହାନଦୀ ମୁହାଣ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଯାହାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରାୟ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗିର, ସୋନପୁର, ବୌଦ୍ଧ,…

ବଂଶ ବିସ୍ତାର ପାଇଁ ମହାନଦୀ ଯିବେ ନନ୍ଦନକାନନର ଘଡ଼ିଆଳ କୁମ୍ଭୀର

ଭୁବନେଶ୍ୱର: ବନବିଭାଗ ସୋମବାର ଦିନ ନନ୍ଦନକାନନର ୫ଟି ମାଛ ଖାଉଥିବା ଘଡ଼ିଆଳ କୁମ୍ଭୀରଙ୍କୁ ସାତକୋଶିଆ, ଟିକରପଡା ଏବଂ ସୁନଖଣିଆ ଦେଇ ବହୁଥିବା ମହାନଦୀର ଉପରମୁଣ୍ଡାରେ ଛାଡିଛି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ବନ ସରଂକ୍ଷଣ ଅଧିକାରୀ (ପିସିସିଏଫ) ଅଜୟ ମହାପାତ୍ର କହିଛନ୍ତି ସମସ୍ତ ୫ଟି…

ମହାନଦୀରେ ହେବ ନମାମୀ ଗଙ୍ଗା ପରି ପ୍ରକଳ୍ପ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ନମାମୀ ଗଙ୍ଗା ଯୋଜନା ପରି ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରକଳ୍ପ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଗଙ୍ଗା…