Latest Odisha News
Browsing Tag

Malkangiri

ପୁଣି ବଢ଼ିଲା ତୈଳଦର, ମାଲକାନଗିରି ଜିଲ୍ଲାରେ ୯୪ ଟଙ୍କା ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ରାଜ୍ୟର ୨୦ଟି ଜିଲ୍ଲାରେ ପେଟ୍ରୋଲ ଦାମ ୯୦ ଟଙ୍କା ଉପରେ ରହିଛି । ରାଜ୍ୟର ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରି ଜିଲ୍ଲାରା ଲିଟର ପିଛା ୯୪ ଟଙ୍କା ୮ ପଇସା ରହିଛି । ଲଗାତାର ଦୈଳଦର ବଢ଼ୁଥିବା ବେଳେ ଆସନ୍ତାକାଲି ୬ ଘଣ୍ଟିଆ ହରତାଳ ଡାକରା…

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା…

ରାଜ୍ୟରେ ୯୨ ଟଙ୍କା ଟପିଲା ପେଟ୍ରୋଲ, ଡିଜେଲ ୮୯ ଟଙ୍କା ଉପରେ

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ନାହିଁ । ପୁଣି ଥରେ ତୈଳଦର ବୃଦ୍ଧି ପାଇଛି । ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି । ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ଲିଟର ପିଛା ୯୨ ଟଙ୍କା…

ଓଡିଶା ସୀମାନ୍ତରେ ମାଓବାଦୀ ଯବାନ ଗୁଳି ବିନିମୟ:ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା କ୍ୟାଡର ମାଓବାଦୀ ନିହତ, ବନ୍ଧୁକ ସହ…

ମାଲକାନଗିରି:ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦାନ୍ତେଓ୍ୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅଞ୍ଚଳରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିଛି । ଏଥିରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି । ଏହି ଅଞ୍ଚଳରୁ…

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

ମଦ ନିଶାରେ ମାନବିକତା ଭୁଲି ଗଲେ ପୋଲିସ କର୍ମଚାରୀ…

କୋରାପୁଟ: ମଦ୍ୟପ ପୋଲିସ ବାବୁଙ୍କ ବର୍ବରତା । ଜଣେ ବୃଦ୍ଧ ଦୋକାନୀ ଚା’ ଦେବାରେ ବିଳମ୍ବ କରିବାରୁ ତାଙ୍କ ଉପରକୁ ଗରମ ଚା’ ଢାଳି ଦେଲେ ପୋଲିସ ହାବିଲଦାର । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡ଼ି ଥାନାର ହାବିଲଦାର ସାରଥୀ ହୋତା ଏପରି ଗରମ ଚା’ ପକାଇଥିବା…

ମାଓବାଦୀଙ୍କ ଦିନିକିଆ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଏନକାଉଣ୍ଟରକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଲାଲବାହିନୀର ଦିନିକିଆ ବନ୍ଦ ଡାକରା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଙ୍ଗରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛନ୍ତି ମାଓବାଦୀ । ସିଙ୍ଗରାମ ଏନକାଉଣ୍ଟରରେ ୨ କ୍ୟାଡର…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ

ମାଲକାନଗିରି: ମାଓଏନକାଉଣ୍ଟର ପରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅବୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ଡିଜିପି । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ରଣନୀତି ନେଇ ଆଲୋଚନା କରିଛନ୍ତି । ଗତକାଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମୁହାଁମୁହିଁ…

ମାଲକାନଗିରିରେ ଘାଟି ତଳକୁ ଖସିଲା ଗାଡ଼ି: ଜଣେ ମୃତ ଓ ୬ରୁ ଅଧିକ ଆହତ

ମାଲକାନଗିରି: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଯାଉଥିଲେ ।…

ସ୍ବାଭିମାନ ଅଞ୍ଚଳରେ ଆଉ ୩ଟି ମୋବାଇଲ ଟାୱାର ଲାଗି ଯୋଜନା: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯିବା ସହ…