Latest Odisha News

BREAKING NEWS

Browsing Tag

Malkangiri

ମାଲକାନଗିରି ଗସ୍ତରେ ଓଡିଶା ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ରବିବାର ଦିନ ମାଲକାନଗିରି ଗସ୍ତ କରିବା ସହ ମାଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୂଚନା ଅନୁଯାୟୀ ଗୋରାସେତୁରେ ନିର୍ମିତ ନୂଆ ବିଏସଏଫ କ୍ୟାମ୍ପକୁ ଯିବା ସହ ବିଏସଏଫ୍ ଯବାନ ଓ ଏସଓଜି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି…

ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ

ମାଲକାନଗିରି: ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…

ଲାଲଗଡରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି: ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଓପ୍ରବଣ ଗୁରାସେତୁକୁ ନିଜ କବଜାକୁ ନେଲା ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳ ସ୍ଥିତ ଗୁରାସେତୁ ଯେଉଁଠି ମାଓବାଦୀଙ୍କ ଆଦେଶ ବିନା ଗଛ ପତ୍ର ବି ହଲେ ନାହିଁ, ସେଠାରେ ଅଚାନକ ଓଡିଶା ପୁଲିସ ଓ ବିଏସଏଫ ଯବାନମାନେ ପହଁଚି ନୂଆ କ୍ୟାମ୍ପ ସ୍ଥାପନ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଚିକ୍ରକୋଣ୍ଡାର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମାଡାଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଛି । ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ  …

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ…

ଲାଲବାହିନୀ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବରକାଣ୍ଡ । ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଆଉ ଦୁଇ ଜଣଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଛାଡ଼ି ଦେଇଛନ୍ତି । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଜଣଙ୍କୁ ଗଳାକାଟି ହତ୍ୟା କରିଛି…

ଟଳିଲା ବଡ ବିପଦ, ୭ଟି ଲ୍ୟାଣ୍ଡ ମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି: ଟଳିଲା ବଡ ଧରଣର ବିପଦ । ଲ୍ୟାଣ୍ଡ ମାଇନ୍ ଓ ଟିଫିନ ବୋମା ଜବତ । ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ ବୋମା ଜବତ ହୋଇଛି ।  କମ୍ବିଂ ଅପରେସନ ବେଳେ ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ଲ୍ୟାଣ୍ଡମାଇନ ମାଓ ସାମଗ୍ରୀ…