ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ଫିନେକ୍ସ
ତୁମ ମୁହଁକୁ ସ୍ପଷ୍ଟ କରି ଆଙ୍କିବା ଚକ୍ରାନ୍ତରେ କେତେ ପରସ୍ତ ମିଛର ରଙ୍ଗ ନିଜ ଦେହରେ ବୋଳିଲିଣି ହିସାବ କରିବାକୁ ଇଚ୍ଛାଟେ ତିଆରି ହୋଇନଥିଲା ଏଯାବତ୍ । ପ୍ରତି ଥରର ରୂପାନ୍ତରରେ ଉଲୁରି ଯାଉଛି ଚମଡ଼ା । ଶିହରି ଉଠୁଛି ଯନ୍ତ୍ରଣାରେ ତ ଆର୍ତ୍ତନାଦରେ ଚହଲି ଯାଉଛି ମୋ ତିଆରି…