Latest Odisha News

BREAKING NEWS

Browsing Tag

manipur violence

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍…

ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ଯାଞ୍ଚ କରିବ ସିବିଆଇ, ରାଜ୍ୟ ବାହାରେ ହେବ ଟ୍ରାଏଲ୍

ନୂଆଦିଲ୍ଲୀ: ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ସବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି । ମଣିପୁର ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେଉଥିବା ବେଳେ ସରକାର ସିବିଆଇ ତଦନ୍ତ ନିଷ୍ପତ୍ତି…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

ମଣିପୁର ହିଂସା; ବନ୍ଦ ଘରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ଦଙ୍ଗାକାରୀ

ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର…

ମଣିପୁର ବର୍ବରତା ଭିଡିଓ ଭାଇରାଲ୍ ପରେ ୪ ଅଭିଯୁକ୍ତ ଗିରଫ  

ଇମ୍ଫାଲ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ବରତାର ଭିଡିଓ ଭାଇରାଲ୍ ପରେ ମଣିପୁର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସକାଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଗିରଫ କରାଯାଇଛି ।…

ନିୟନ୍ତ୍ରଣ ବାହାରେ ମଣିପୁର, କାହିଁକି ରାଷ୍ଟ୍ରପତି ଶାସନ ଲାଗୁ କରୁ ନାହାନ୍ତି କେନ୍ଦ୍ର ସରକାର ?

ନୂଆଦିଲ୍ଲୀ: ମଣିପୁରରେ ମୈତଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭିତରେ ୨ ମହିଳାଙ୍କ ନଗ୍ନ ଛବି ଭାଇରାଲ୍ ହେବା ଭାରତକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି । ଭିଡିଓ ଭାଇରାଲ୍ ପରେ ମଣିପୁରରେ ଉତ୍ତେଜନା ଚରମରେ ପହଞ୍ଚି ଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନି ନିଆ ଯାଉଥିବା କହି ଘଣ୍ଟ…

ମଣିପୁର ହିଂସାକାଣ୍ଡ: ଭିଡିଓ ଦେଖି ରାଗିଗଲେ ଅକ୍ଷୟ କୁମାର

ମଣିପୁର; ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବାର ଭିଡ଼ିଓ ଭାଇରାଲ ହୋଇଛି । ଯାହା ଏବେ ସବୁଆଡ଼େ ହଇଚଇ ସୃଷ୍ଟି କରିଛି । ବର୍ତ୍ତମାନ ସମସ୍ତେ ଏହି ଭିଡ଼ିଓକୁ ନିନ୍ଦା କରୁଥିବାବେଳେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉବୋଲି…

ମଣିପୁରରେ ଲଜ୍ଜା: ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ରାସ୍ତାରେ ଉଲଗ୍ନ କରି ବୁଲାଇଲେ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଜାତିଗତ ହିଂସା ନିଆଁରେ ଜଳୁଛି। ଏସବୁ ମଧ୍ୟରେ ରାଜ୍ୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମରିଯାଇଛି ମାନବିକତା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଦୁଇ ମହିଳାଙ୍କୁ ଉଲହ୍ନ କରି ରାସ୍ତାରେ ଚଲାଇ…

ମଣିପୁରରେ ପୁଣି ହିଂସା: ଗତ ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ୯ ଗିରଫ

ଇମ୍ଫାଲ: ଗତ କିଛି ଦିନ ହେବ ଶାନ୍ତ ଥିଲା ମଣିପୁର। କିନ୍ତୁ ଏବେ ପୁଣିଥରେ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସିଛି। ପୂର୍ବ ଇମ୍ଫାଲର ସାଓମ୍ବାଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣଙ୍କ…

ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ, ୧୦ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ବନ୍ଦ ହେବାର ନାମ ଧରୁନି। ପ୍ରତିଦିନ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସୁଛି। ଏଥର ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଘଟଣା ସମ୍ନାକୁ ଆସିଛି। ମଣିପୁର ହିଂସାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ…