Latest Odisha News

BREAKING NEWS

Browsing Tag

Market Building

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର: ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ସ୍ୱଭାବିକ ହେବ ସ୍ଥିତି। ହଟିବେ ଉଠାଦୋକାନୀ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୋଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ଏହି ନିଷ୍ପତ୍ତି ନେଇଛି…

ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବେ ବ୍ୟବସାୟୀ

ଭୁବନେଶ୍ୱର: ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ। ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ। ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ଘନେଇଛି ବିବାଦ। ଏନେଇ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ମାର୍କେଟ ବିଲ୍ଡିଂ ପରିସରରେ ଥିବା…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଦୋକାନ ମାଲିକଙ୍କ ଧମକ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ବନ୍ଦ ହେଉନି ବୁଲା ବିକାଳିଙ୍କ ପସରା । ଅନଧିକୃତ ଭାବେ ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲ୍ଡିଂରେ ବସୁଥିବା ବ୍ୟବସାୟୀଙ୍କୁ ନେଇ ଦୋକାନ ମାଲିକ ସଂଘ ମାର୍କେଟ ବିଲ୍ଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଧମକ ଦେଇଛି । ଆଜି ୟୁନିଟ୍ ୨…

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ । ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଆଜି ବ୍ୟବସାୟୀ ସଂଘର ବିଏମସି ଓ ପୋଲିସ ସହ ଆଲୋଚନା ହୋଇଥିଲା । ହେଲେ ବୈଠକରେ କୌଣସି ସମାଧାନ ହୋଇପାରିଲାନାହିଁ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ ।…

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି…

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ…

ପ୍ରବଳ ଗହଳି ଯୋଗୁଁ ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ରାତି ପାହିଲେ ରଜ । ମାର୍କେଟ୍ ବିଲ୍ଡିଂରେ ଅସମ୍ଭବ ଗହଳି । ମାର୍କେଟ୍ ବିଲ୍ଡିଂରେ କୌଣସି କରୋନା କଟକଣା କିମ୍ବା ସାମାଜିକ ଦୂରତାକୁ କୌଣସି ବ୍ୟକ୍ତି ମାନୁନଥିବାର ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ମିଳିଥିବା…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଶନିବାର ଦିନ ଗଜପତି ଜିଲ୍ଲାରୁ ଗିରଫ କରାଯାଇଛି । ଏନେଇ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ମାଷ୍ଟରମାଇଣ୍ଡ ଚିଣ୍ଟୁ ଅଟକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଘଟଣାରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ମାଷ୍ଟର ମାଇଣ୍ଡ ଚିଣ୍ଟୁ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଅଧିନରେ ଅଟକ ରଖାଯାଇଛି । ପ୍ରାପ୍ତ…