Latest Odisha News

BREAKING NEWS

Browsing Tag

marraige

ଷ୍ଟେଜ୍‌ରେ ବର କିସ୍‌ କରିବାରୁ ବିବାହ ଭାଙ୍ଗି ଦେଲେ କନ୍ୟା

ନୂଆଦିଲ୍ଲୀ : ନିଜ ଭାବି ସ୍ତ୍ରୀକୁ କିସ୍‌ କରିବା ବରକୁ ପଡ଼ିଲା ମହଙ୍ଗା । ବିବାହ ଷ୍ଟେଜ୍‌ରେ କନ୍ୟାକୁ କିସ୍‌ କରି ହଟହଟା ହେଲା ବର । ସାତ ଜନ୍ମର ସାଥି ହେବାକୁ ଯାଉଥିବା ନିଜ ଭାବି ସ୍ବାମୀଙ୍କୁ ପୋଲିସ ଡକାଇ ଗିରଫ କରାଇଲେ କନ୍ୟା । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସମ୍ଭଲରୁ ସାମ୍ନାକୁ…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…

ବିବାହ କରିବେ କି ଅଭିନେତ୍ରୀ ତାପସୀ ପନ୍ନୁ ?

ମୁମ୍ବାଇ: ରୋକଠୋକ୍ କଥାବାର୍ତ୍ତା ଓ ଭିନ୍ନ ସ୍ୱାଦର ଫିଲ୍ମ ଚୟନ ପାଇଁ ବେଶ ଜମାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ବେଶ କିଛିଦନ ଧରି ମାଲ୍‌ଡିଭସ୍‌ରେ ଛୁଟି ମନାଇବା ପରେ ଏବେ ରଶ୍ମୀ ରକେଟ ସହ ଏକାଧିକ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ହେଲେ ଏବେ ଗୁଜବ ଉଠିଛି ତାପସୀ କୁଆଡେ ଖୁବଶୀଘ୍ର ବିବାହ…

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି…

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

ବିବାହ କରିବେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର !

ମୁମ୍ବାଇ: ଫିଲ୍ମ 'କୁଛ କୁଛ ହୋତା ହୈ'ର ଏହି କ୍ୟୁଟ୍ ସର୍ଦ୍ଦାର । ଏହି କୁନି ଚରିତ୍ରଙ୍କୁ କିଏ ବା ନ ଜାଣେ । ହେଲେ ବୋଧ ହୁଏ ଏହି କ୍ୟୁଟ ସର୍ଦ୍ଦାରଙ୍କ ପ୍ରକୃତ ନାଁ ଅନେକଙ୍କୁ ଅଜଣା ଥିବ । ଦିନେ କୁନି କଳାକାର ଭାବେ ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ଏହି ଚରିତ୍ର ଆଜି ବହୁତ ବଡ ହୋଇଗଲେଣି ।…

ନୂଆ କଟକଣା: ବାହାଘର ବେଳେ ବରଯାତ୍ରୀ ମନା

ଭୁବନେଶ୍ୱର: କରୋନା ଭିତରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କଟକଣା । ବିବାହ ଉତ୍ସବ ଓ ଶେଷକୃତ୍ୟ ପାଇଁ ନୂଆ କଟକଣା ଜାରି ହୋଇଛି । ବାହାଘର ବେଳେ ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ବାହାଘର ପାଇଁ ଥାନାରୁ ଅନୁମତି ମଧ୍ୟ ଆଣିବାକୁ ପଡିବ । ସେହିପରି…

କରୋନା ପାଇଁ ବିବାହ ଘୁଂଚାଇଲେ କନେଷ୍ଟବଳ !

ବାରିପଦା: କରୋନା ଲଢେଇରେ ନିୟୋଜିତ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜ ବିବାହକୁ ଘୁଂଚାଇଦେଇଛନ୍ତି । ଏଭଳି ଏକ ଘଟଣା ମୟୁରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସାମ୍ନାକୁ ଆସିଥିଲାବେଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରିପଦା ଟାଉନରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ…