Latest Odisha News

BREAKING NEWS

Browsing Tag

Mayurbhanj

ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ୍, ୩ ଜଣଙ୍କ ମୃତ୍ୟୁ

ବାରିପଦା: ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକକୁ ପଛରୁ ପିଟିବା ଫଳରେ ବାଇକରେ ଯାଉଥିବା ୩ ଜଣ ଜୀବନ ହାରିଛନ୍ତି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କରଞ୍ଜିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।…

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ…

ଶିମିଳିପାଳ ଅଭୟାରଣ୍ୟରୁ ୮ଟି ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ୍ ଜବତ

ବାରିପଦା: ଅସୁରକ୍ଷିତ ଶିମିଳିପାଳ ? ଅଭୟାରଣ୍ୟକୁ କୁଆଡ଼ୁ ଆସୁଛି ବନ୍ଧୁକ ? ବିଗତ ୬ ମାସରେ ଶମିଳିପାଳରୁ ୩୨ଟି ବନ୍ଧୁକ ଜବତ ହେଲାଣି । ପୂର୍ବରୁ ୨୩ଟି ବନ୍ଧୁକ ଜବତ ହୋଇଥିବା ବେଳେ ଜୁଲାଇ ୨୮ରେ ପୋଲିସ ଆଉ ୯ଟି ବନ୍ଧୁକ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ମୟୂରଭଞ୍ଜ…

ହାତୀ ଘଉଡ଼ାଇବା ପାଇଁ ନିଆଁହୁଳା ମାଡ଼, ଭୟରେ ପଳାଇଲା ହାତୀ, ଭିଡିଓ ଭାଇରାଲ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ…

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ…

ଚାଲିଥିଲା ମୋଟା ଅଙ୍କର ଡିଲ୍, ମାଡି ବସିଲା ବନ ବିଭାଗ ଟିମ୍

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ସକାଳେ ଯଶିପୁର ରାଇରଙ୍ଗପୁର ରାସ୍ତା ଜାମୁକେଶ୍ୱର ଅଞ୍ଚଳରୁ ୪ଟି ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ…

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

ଫରେଷ୍ଟରଙ୍କୁ ଗୁଳି ଘଟଣା, ୧୦ ଜଣଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବେଆଇନ୍ ଭାବେ ଶିକାର ବେଳେ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ସଫଳତା ମିଳିଛି । ଆଜି ମାମଲାରେ ମୟୂରଭଞ୍ଜ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଗିରଫ ସମସ୍ତ ଅଭିଯୁକ୍ତ…

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  । ଜିଲ୍ଲା…