Latest Odisha News

BREAKING NEWS

Browsing Tag

Minor Girl

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ…

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି । ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା…

ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସହିନପାରି ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଦୋହଲାଇ ଦେଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ଫ୍ୟାନ୍‌ମାନେ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛି…

କରୋନାକୁ ବଳିଗଲେ ୧୦ ଅଭିଯୁକ୍ତ; ନାବାଳିକା ସହ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ଝାଡଖଣ୍ଡର ଡୁମ୍‌କା ଜିଲ୍ଲାରେ ନାବାଳିକା ସହ ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହେଁ ଦଶଦଶଜଣଙ୍କ ସଇତାନୀ ଦିମାଗ ଆଗରେ ହାର୍ ମାନିଥିଲା ନୀରିହ ନାବାଳିକା । Dumka: A 16-yr old girl allegedly raped by 10 accused including her friend to whom she reached…

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଯୁବକଙ୍କ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠସ୍ଥ ଗୋପାଳପୁର ଛକ ନିକଟରେ ରବିବାର ରାତିରେ ଏକ ନାବାଳିକା ଓ ପରିବାର ବର୍ଗଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ମାଡପିଟ୍ କରିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସମ୍ପୃକ୍ତ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ…

ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିରୋଧିମାନେ ଶୁକ୍ରବାର ଦିନ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ବିଧାନସଭାର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଗର୍ଭବତୀ ହେବା…

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ…

ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି…