Latest Odisha News
Browsing Tag

Mo Bus

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା, ଘୋଷଣା କଲା କ୍ରୁଟ୍

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି…

କାଲିଠୁ ଭୁବନେଶ୍ୱରରୁ ବ୍ରହ୍ମଗିରିକୁ ‘ମୋ ବସ୍’ ସେବା, ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନରୁ ଗଡ଼ିବ ବସ୍

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ନାଗରିକ ଓ ପର୍ଯ୍ୟଟକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ସମସ୍ତଙ୍କ ପାଇଁ ଚିନ୍ତାମୁକ୍ତ ଓ ସୁବିଧାଜନକ ଯାତ୍ରା…

ଚାଲୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌  

ରାଉରକେଲା : ମୋ ବସ୍‌ରେ ଲାଗିଲା ନିଆଁ । କ୍ଷଣକେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ମୋ ବସ୍‌ଟି ଚାଲୁଥିବା ବେଳେ ଅକସ୍ମାତ୍‌ ଲାଗିଗଲା ନିଆଁ । ରାଉଲକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଏଭଳି ଭୟଙ୍କର ଦୃଶ୍ୟ…

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ…

ମୋ ବସ୍ ଭିତରୁ ୪୨ ହଜାର ଟଙ୍କା ଚୋରି; ଥାନାରେ ଏତଲା

ଭୁବନେଶ୍ୱର : ଚୋରଙ୍କ ଟାର୍ଗେଟରେ ମୋ ବସ୍ ଯାତ୍ରୀ । ରାଜଧାନୀରେ ପୁଣି ମୋ ବସ୍ ରୁ ଚୋରି। ଲୁଟ୍ ର ଶିକାର ହୋଇଛନ୍ତି ଏକ ଦମ୍ପତ୍ତି । ବିରଞ୍ଚି ସେଠୀ ତାଙ୍କ ପତ୍ନୀଙ୍କ ସହିତ ମୋ ବସ୍ ରେ ଯାଉଥିବା ବେଳେ ଚୋର କୌଶଳକ୍ରମେ ପର୍ସ ନେଇଯାଇଛି । ପର୍ସରେ ୪୨ ହଜାର ଟଙ୍କା ଥିବା କଥା ବିରଞ୍ଚି…

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ…

୨୪ ଘଣ୍ଟାରେ ଦ୍ୱିତୀୟ ଚୋରି, ‘ମୋ ବସ୍’ରୁ କିଏ ଲୁଟ୍ କଲା ୨ ଛାତ୍ରୀଙ୍କ ମୋବାଇଲ୍ ?

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ ଅଭିଯୋଗ…

ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଚୋରି, କ୍ୟାନସର ପୀଡି଼ତଙ୍କ ଠାରୁ ଲୁଟିନେଲେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ସିସିଟିଭି ଲାଗିଛି, ତଥାପି ଚୋରି ହେଉଛି । ଆମେ କହୁଛୁ ‘ମୋ ବସ୍’ କଥା । ଭୁବନେଶ୍ୱର ସହ କଟକ, ପୁରୀ ଓ ଖୋର୍ଦ୍ଧା ସହରକୁ ଗଡ଼ୁଥିବା ‘ମୋ ବସ୍’ ଲୁଟେରାଙ୍କ ପାଇଁ ସ୍ୱର୍ଗ ପାଲଟିଛି । ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ କ୍ୟାନସର ପୀଡ଼ିତଙ୍କ ଠାରୁ ଲୁଟ୍ ହୋଇଛି ।…

ବାରବାଟି ମ୍ୟାଚ୍ ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ୧୨ ତାରିଖରେ ବାରବାଟିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ରାତି ୭ଟାରେ ଆରମ୍ଭ ହୋଇ ୧୧ଟାରେ ସରିବ । ମ୍ୟାଚ୍ ଦିନ ଟ୍ୱିନ୍ ସିଟିରେ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯିବ । ଏଥିପାଇଁ ସେବା…

ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ପୁଣି ପୁରୀ ବାସୀଙ୍କୁ ମିଳିବ ମୋ ବସ୍ ସେବା ।  ଶୁକ୍ରବାରଠାରୁ ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ। ଏ ନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍…