Latest Odisha News

BREAKING NEWS

Browsing Tag

Naba das death Case

ବେଙ୍ଗାଲୁରରୁ ଆସିଲେ ବିଶେଷଜ୍ଞ ଟିମ; ପରୀକ୍ଷା କରିବେ ଗୋପାଳ ଦାସର ମାନସିକ ସ୍ଥିତି

ଝାରସୁଗୁଡା:ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି NIMHANS ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ…

ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ନଚେତ ଇସ୍ତଫା ଦିଅନ୍ତୁ-ପିସିସି ସଭାପତି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏତେ ବଡ ଘଟଣାରେ ଲୋକଙ୍କୁ ଅନ୍ଧାରରେ ରଖି କ୍ରାଇମବ୍ରାଞ୍ଚ କାହାଣୀ ଶୁଣାଉଛି । ଗୃହମନ୍ତ୍ରାଳୟ ନିଜ ହାତରେ ଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ପୁଣି ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଝାରସୁୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସର ୪ ଦିନ  ରିମାଣ୍ଡ ଶେଷ ହେଇଛି । ଆଜି ପୁଣି ତାଙ୍କୁ ରିମାଣ୍ଡରେ ନେବା ପାଇଁ  କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା । ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡ ନେବା ପାଇଁ  କୋର୍ଟ …

ଜୟ ନାରାୟଣଙ୍କ ପ୍ରଶ୍ନ: ଗୁରୁତର ମନ୍ତ୍ରୀଙ୍କୁ ଏୟାର ଲିଫ୍ଟିଂ ବେଳେ ଅକ୍ସିଜେନ, ରକ୍ତ ଦିଆ ଯାଇଥିଲା କି ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା କିଛି ଛୋଟ କଥା ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…

ତଦନ୍ତକାରୀ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜୟ ନାରାୟଣ; କହିଲେ, ଅପରାଧୀ କରୁଛି ଅପରାଧର ତଦନ୍ତ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ହେଲେ କ୍ରାଇମବ୍ରାଞ୍ଚ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ…

ନବଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳଙ୍କ ହାତ ଲେଖା କାଗଜ

ଝାରସୁଗୁଡା:ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ପକାଇଥିବା କାଗଜ । ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ ।  ସ୍ୱରେଜ ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜର ୧୨ଟି ଟୁକୁଡା । ଏସବୁ ଗୋପାଳ ନିଜେ…