Latest Odisha News

BREAKING NEWS

Browsing Tag

Naba das death Case

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା; ତଥାପି ଖୋଲିଲାନି ଅସଲ ଗୁମର

ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା।ଅଭିଯୁକ୍ତ ତଥା ପୂର୍ବତନ ପୁଲିସ୍ ଏଏସ୍ଆଇ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇପାରିନି କ୍ରାଇମ୍‌ବ୍ରାଞ୍ଚ । ଜେରା ସେଇ ଗୋପାଳ ପାଖରେ ହିଁ ଅଟକି ଯାଇଛି । ଯେତେ ଜେରା କଲେ ବି…

ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିପରି ପ୍ରସ୍ତୁତି କରିଥିଲା ଗୋପାଳ; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଭୁବନେଶ୍ୱର:ଦିନକୁ ଦିନ ରହସ୍ୟଘେରକୁ ଚାଲି ଯାଉଛି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ  । ଦିନ ଯେତିକି ଗଡୁଛି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ବିଷୟରେ ସାମ୍ନାକୁ ଆସିଛି…

ନବଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ଆମେରିକାର ଏଫବିଆଇର ସହାୟତା ମଗାଯାଇଛି

 ଭୁବନେଶ୍ୱର:  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରାେଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ…

କାହିଁକି ମନ୍ତ୍ରୀଙ୍କୁ ମାରିଲା ଗୋପାଳ ? କ୍ରାଇମବ୍ରାଞ୍ଚ ଆଗରେ ଉଗାଳିଲା କି ସତ ?

ଝାରସୁଗୁଡା: ଝାରସୁଗୁଡା ଜେଲ୍‌ରୁ ସ୍ଥାନାନ୍ତରିତ ହେଲେ ଗେପାଳ ଦାସ। ଏବେ ଝାରସୁଗୁଡା ଜେଲରୁ ଚୌଦ୍ୱାର ଜେଲକୁ ଯିବ ନବଦାସ ହତ୍ୟା ଅଭିଯୁକ୍ତ ଗାପାଳ ଦାସ । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର କରିବା  ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଅନ୍ୟତ୍ର …

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର…

ଆଜି ଗୋପାଳର ନାର୍କୋ ଟେଷ୍ଟ; ପଚରା ଯାଇପାରେ ଏହି ସବୁ ପ୍ରଶ୍ନ

ଭୁବନେଶ୍ୱର :ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୁଜରାଟର ଗାନ୍ଧିନଗରଠାରେ ତାର ପଲିଗ୍ରାଫି ଟେଷ୍ଟ ହୋଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ତେବେ ନାର୍କୋ ଟେଷ୍ଟରେ କି କି ପ୍ରଶ୍ନ ପଚରାଯିବ ଗୋପାଳକୁ ? ଗୋପାଳକୁ କି ପ୍ରଶ୍ନ…

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେ ହିଁ ନବ ଦାସଙ୍କ ହତ୍ୟାକାରୀ-ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟମନ୍ତ୍ରୀ ଆଶା ହିଁ କାଳ ହେଲା ନବଙ୍କ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ପଦରେ ବସିବାକୁ ଚାହୁଁଛନ୍ତି ସେମାନେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇଛନ୍ତି ବୋଲି କହିଛନ୍ତି…