Latest Odisha News

BREAKING NEWS

Browsing Tag

National

ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀରେ ପହଁଚିଛନ୍ତି  । https://twitter.com/ANI/status/1540902622890455041 ଗସ୍ତ ପୂର୍ବରୁ  ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ଯେ ଚାନସେଲର ମହାମହିମ ଓଲାଫ ସୋଜଙ୍କ…

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର  ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।  ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ,…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ…

ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଫାଟ!

ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17  ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର…

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।…

ଆସନ୍ତାକାଲି ଯୋଗ ଦିବସକୁ ସଫଳ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଆସନ୍ତାକାଲି, ୨୧  ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ ।  ‘ମାନବିକତା ପାଇଁ ଯୋଗ' ବିଷୟବସ୍ତୁ ଦ୍ୱାରା…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ…