Latest Odisha News

BREAKING NEWS

Browsing Tag

Nayagarh

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ

ନୟାଗଡ: ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡା ନନ୍ଦିଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଚିରଞ୍ଜିବି ସାହୁ, ମଧୁସ୍ମିତା ଓ ଆଦିତ୍ୟ । ସମସ୍ତେ ଗୋଟିଏ ପରିବାରର…

ନୟାଗଡରେ ଓଲଟି ପଡିଲା ବସ୍, ୮ ଯାତ୍ରୀ ଗୁରୁତର

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହେବା ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ‘ଫ୍ରେଣ୍ଡସ୍’ ନାମକ ଏକ ଯାତ୍ରାବାହୀ ବସଟି ଗତକାଲି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା…

ନୟାଗଡରେ କଲେଜ ଛାତ୍ରଙ୍କୁ ଆକ୍ରମଣ

ନୟାଗଡ: ପୁରୀ ଜିଲ୍ଲାର ଏସସିଏସ୍ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କୁ କିଛି ଦୃର୍ବୁତ୍ତ ଫତେଗଡ ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ବୁଧବାର ଦିନ ଆକ୍ରମଣ କରିଥିବା ବେଳେ ନୟାଗଡ ଜିଲ୍ଲା ସଦର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ: ନୟାଗଡ ଜିଲ୍ଲାର କ୍ଷୁଦ୍ରଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।…

ଦଶପଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ସବ୍-ଜେଲକୁ ନୟାଗଡ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ବିକ୍ଷୋଭକାରୀମାନେ…

ନୟାଗଡରେ ସିରିଜ୍ ଦୁର୍ଘଟଣା, ୧୨ ଆହତ

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ଠାରେ ସୋମବାର ଦିନ ଘଟିଥିବା ସିରିଜ୍ କାର୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଣ୍ଟିଲୋ ନିକଟସ୍ଥ ବିଜିପୁର ଅଞ୍ଚଳରୁ ବାହାଘର ସାରି ୨ଟି କାରରେ କିଛି ବରଯାତ୍ରୀ ଫେରୁଥିବା ବେଳେ ବିପରୀତ…

ନୟାଗଡ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ନୟାଗଡ : ବନଖଣ୍ଡ ଅଧିକାରୀ (ଡିଏଫଓ) ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ନୟାଗଡ ଜିଲ୍ଲା ପଞ୍ଚରିଡା ରେଞ୍ଜରେ ମୁତୟନ ହୋଇଥିବା ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ ଫରେଷ୍ଟର କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା ରହିଛନ୍ତି…