Latest Odisha News

BREAKING NEWS

Browsing Tag

Nitish Kumar

ମେ’ ୧୫ ଯାଏ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ନୀତିଶ

ପାଟଣା: ବିହାରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ୍ ଘୋଷଣା କରିଛନ୍ତି । ମେ’ ୧୫ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ନୀତିଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସହଯୋଗୀ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ୧୫ ମେ…

ବିହାରରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା: ନିର୍ବାଚନ ପ୍ରତିଶ୍ରୁତିକୁ କ୍ୟାବିନେଟ୍ ମଞ୍ଜୁରୀ

ବିହାର: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏହା ସ୍ପଷ୍ଟ ହୋଇଛି…

ବିହାରରେ ନୀତିଶଙ୍କ ସପ୍ତମ ଇନିଂସ ଆରମ୍ଭ

ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କ ଟିମ୍‌ରେ…

ବିହାରରେ ଆଜି ଏନଡିଏ ବୈଠକ, ବିଧାୟକ ଦଳ ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ବସୁଛି ଏନଡିଏ ବିଧାୟକ ଦଳ ବୈଠକ । ଏଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯିବ । ବୈଠକରେ ଅଂଶୀଦାର ଦଳ ବିଜେପି, ଜେଡିୟୁ, ହାମ୍ ଓ ଭିଆଇପିର ନବନିର୍ବାଚିତ…

ଆସନ୍ତା ୧୬ ତାରିଖରେ ଶପଥ ନେବେ ନୀତିଶ କୁମାର !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ପୁଣି ଥରେ ବିହାର କମାଣ ଧରିବେ ନୀତିଶ କୁମାର । ସେ ମୁଖ୍ୟମନ୍ତ୍ରୀ ହେବା ବିଜେପି ସ୍ପଷ୍ଚ କରିବା ପରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ । ଆସନ୍ତା ୧୬ ତାରିଖରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ବିହାରରେ ଏନଡିଏର ବିଜୟ ଓ ମହାମେଣ୍ଟ ପରାଜୟ ପଛର ୫ ପ୍ରମୁଖ କାରଣ

ନୂଆଦିଲ୍ଲୀ: ବିହାରରେ ଭୁଲ ପ୍ରମାଣିତ ହେଲା ଏକଜିଟ୍ ପୋଲ୍ । ଏକଜାଟି ରେଜଲ୍ଟ ପରିଣାମ ଆସିଲା ଓଲଟା । ମ୍ୟାଜିକ୍ ନମ୍ୱର ଛୁଇଁ ପାରିଲାନି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ବିଜେପିର ସୁପର ସୋ ବଳରେ ଏନଡିଏ ବାଜିମାତ କଲା । ମୋଦି-ନୀତିଶ କେମିଷ୍ଟ୍ରି ବଳରେ ବିହାରରେ ଶାସନ କ୍ଷମତା ବଜାୟ…

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ପୂର୍ବରୁ କେବେ ହୋଇଥିଲେ ସିଏମ୍ ?

ପାଟନା: ବିହାର ବାଜି ଜିତିଛି ଏନଡିଏ । ୧୨୫ ଆସନରେ ବହୁମତ ହାସଲ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ନୀତିଶ । ସେ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ନିର୍ବାଚନ…

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର…

ନୀତିଶଙ୍କ ଉପରକୁ ପଥର ଓ ପିଆଜ ମାଡ

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତାଦାନ ପାଇଁ ଅରମ୍ଭ ହୋଇଛି ଜୋରଦାର ପ୍ରଚାର । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲଖିରେ ପ୍ରଚାର କରିଛନ୍ତି । ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ…

ବିହାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୪୬୩ ପ୍ରାର୍ଥୀ । ମୋଟ୍ ୨ କୋଟି ୮୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର…