Latest Odisha News

BREAKING NEWS

Browsing Tag

Nitish Kumar

‘ବିଜେପି ଟାର୍ଗେଟରେ’, ବିରୋଧୀ ହଟାଇବେ ନା ହଟିବେ ?

ଭୁବନେଶ୍ୱର: ବିରୋଧୀ ବିଜେପି ମୁହାଁମୁହିଁ। କେହି କାହାକୁ ଛାଡିବା ଅବସ୍ଥାରେ ନାହାଁନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଲଢେଇ ଆରମ୍ଭ ହୋଇଗଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଯେଉଁ ରାଜ୍ୟରେ ଶକ୍ତ ଆଞ୍ଚଳିକ ଦଳ ଅଛନ୍ତି ଓ ବିଜେପିକୁ କଡା…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

ମିଶନ ୨୦୨୪: ରାହୁଲଙ୍କୁ ଦିଲ୍ଲୀରେ ଭେଟିଲେ ନୀତିଶ

ନୁଆଦିଲ୍ଲୀ:  ବିରୋଧୀଙ୍କୁ ଏକଜୁଟ କରିବାକୁ ବିହାରରୁ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ସରକାର ଗଠନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନୀତିଶ କୁମାର । 2024 ନିର୍ବାଚନ ପୂର୍ବରୁ ବିରୋଧୀଙ୍କ…

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ…

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ…

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା; କ୍ୟାବିନେଟରେ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ବିହାରରେ ଜାତି ଭିତ୍ତିକ ଜନଗଣନା ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତି ଭିତ୍ତିକ ଜନଗଣନା ବିଷୟରେ ଘୋଷଣା କରିଥିଲେ । ଗୁରୁବାର ଏହି ସ୍ୱତନ୍ତ୍ର ଜନଗଣନା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଐତିହାସିକ…

ବାପା ଅଣଦେଖା କରୁଛନ୍ତି, ମୁଖ୍ୟମନ୍ତ୍ରୀ ସାର୍ ମତେ ଭଲ ପାଠ ପଢ଼ାଅ

ଭୁବନେଶ୍ୱର: “ ମୋ ବାପା ମତେ ପଢ଼ାଉନାହାନ୍ତି । ମୁଁ ଟ୍ୟୁସନ କରି ଆଣୁଥିବା ଟଙ୍କାରେ ସେ ମଦ ପିଇଦେଉଛନ୍ତି । ହେଲେ ସେ ମୋ ପଢ଼ା କଥା ଆଦୌ ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ସାର୍, ଆପଣ ଦୟାକରି ମତେ ଏକ ସ୍କୁଲ୍ ରେ ନାଁ ଲେଖେଇ ଦିଅନ୍ତୁ ।” ଜଣେ ଷଷ୍ଠ ଶ୍ରେଣୀ ବାଳକର…

ରାଜ୍ୟସଭାକୁ ଯିବା ଚର୍ଚ୍ଚାରେ ଜବାବ ରଖିଲେ ନୀତୀଶ କୁମାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛୁକ ବୋଲି ଯେଉଁ କଳ୍ପନା ଜଳ୍ପନା ହେଉଥିଲା ତାର ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି । ନୀତୀଶ କୁମାର କହିଛନ୍ତି, ମୁଁ ରାଜ୍ୟସଭା ଯାଉଥିବା କଥା ଶୁଣି ଆଶ୍ଚର୍ଯ୍ୟ। ଗତ ସପ୍ତାହରେ…

ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ। ଏସମ୍ପର୍କରେ ଲୋକସଭାର ଜେଡି (ୟୁ) ସଂସଦୀୟ ଦଳର ନେତା ତଥା ମୁଙ୍ଗେର ସାଂସଦ ଲଲନ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଦିଲ୍ଲୀ ଗସ୍ତର କ୍ୟାବିନେଟ ବିସ୍ତାର ସହିତ କୌଣସି ସମ୍ପର୍କ ନାହିଁ।…