Latest Odisha News
Browsing Tag

Nuapada

ସରୁନି ବିସ୍ଥାପିତଙ୍କ ଦୁଃଖ, ଶୁଣୁନି ପ୍ରଶାସନ

ନୂଆପଡା : ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ  । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ବିସ୍ଥାପିତ । ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଶହଶହ କୋଟି ଟଙ୍କା ବ୍ୟୟ ବରାଦ…

ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ଡ଼ିଏଫଓ ଅଫିସ ଘେରାଓ

ନୂଆପଡା : ଜଙ୍ଗଲ ଆଇନର କାର୍ଯ୍ୟକାରିତା ଓ ଜିଲ୍ଲାରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦାବିକରି ନୂଆପଡା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଆଜି ଖଡ଼ିଆଳ ଡିଏଫଓ ଅଫିସ ଘେରାଓ କରାଯାଇଛି  । ପନ୍ଦର ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାର ତିନି ହଜାରରୁ ଉର୍ଦ୍ଧୂ…

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ…

ମାଁ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ

ନୂଆପଡା: ପ୍ରାକୃତିକ ମନୋରମ ଦୃଶ୍ୟ ରେ ଭରପୁର  ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା ।…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

ନୂଆପଡା: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ନୂଆପଡା ଜିଲ୍ଲା ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆଇନଜୀବୀ ସତ୍ୟ ନାରାୟଣ ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସତ୍ୟଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତ…

5T ଅଧିନରେ ରୂପାନ୍ତରଣ ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା: 5T ଅଧିନରେ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି । ମାସ କେଇଟା ନ ହେଉଣୁ ଛାତରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଗତ କିଛିମାସ ତଳେ 5T ଅଧିନରେ ରାଜ୍ୟ ସରକାର ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିଲେ । ହେଲେ ମାସ କେଇଟା ନ…

[ଦେଖନ୍ତୁ ଭିଡିଓ] ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ନୂଆପଡ଼ା: ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ, ଏବେ ବାହା ହୋଇ ସଂସାର ଗଢ଼ିଛନ୍ତି । ମାଓବାଦୀର ରାସ୍ତା ଛାଡ଼ି ପୋଲିସ ନିକଟରେ ଆତ୍ମସପର୍ପଣ ପରେ ବଦଳି ଯାଇଛି ଜୀବନ । ପୋଲିସ ଉପସ୍ଥିତିରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ ମାଧୁରୀ ଓ ପିଣ୍ଟୁ । ନୂଆପଡ଼ା…

[ଦେଖନ୍ତୁ ଭିଡିଓ] ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତି ସାରି ଅପେକ୍ଷା କରିଛନ୍ତି ସେପ୍ଟେମ୍ବର ଏକ ସକାଳକୁ । ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି । ବିଶେଷ…

ନୂଆପଡ଼ାରେ ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଢେକୁନପାଣି ଗାଁ ମୁଣ୍ଡରେ ୪୦ ବର୍ଷୀୟ ଅନନ୍ତରାମ ରାଉତଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଛନ୍ତି । ଛତିଶଗଡ଼…