Latest Odisha News

BREAKING NEWS

Browsing Tag

Odisha CoronaVirus

ରାଜ୍ୟରୁ କରୋନା ନେଲା ଆଉ ୧୫ ଜୀବନ, ବାଲେଶ୍ୱରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଗଣ୍ଟାରେ ଆଉ ୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସେହିପରି କଟକ ଜିଲ୍ଲାରୁ…

ପୁଣି ବଢ଼ିଲା: ୨୪ ଘଣ୍ଟାରେ ରାଜ୍ୟରୁ ୧୨ ଶହ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୦୩ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୭ । ଖୋର୍ଦ୍ଧାରେ ଦୁଇ ଦିନ କମିବା ପରେ ପୁଣି…

ରାଜ୍ୟରୁ ୨୪ ଘଣ୍ଟାରେ ୧, ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ବଢୁଛି । ତଥାପି ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୩୩ ଜଣ ଥିବା ବେଳେ ୬୦୧ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।…

କରୋନା ଡେଥ୍ କେସ୍: ଓଡ଼ିଶାର ୯ ଜିଲ୍ଲାରୁ ଆଉ ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୨ ଜୀବନ ନେଇଛି ମହାମାରୀ । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ପୁରୁଷ…

ରାଜ୍ୟରେ ୧୨ ଶହ ନୂଆ କରୋନା ପଜିଟିଭ୍, ୧୪ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ଲଢ଼େଇ ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ମହାମାରୀ କାୟା କମୁଛି । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧ ହଜାର ୨୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୭୯ ଜଣ…

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ୧ ହଜାର ୩୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯୮ ସଂକ୍ରମିତ । ୫୯୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ସଂକ୍ରମିତ ହୋଇଛନ୍ତି ।…

ଆଉ ୧୧ ଜଣଙ୍କୁ ମିଶାଇ କରୋନା ରାଜ୍ୟରୁ ନେଲାଣି ୧, ୩୩୧ ଜୀବନ

ଭୁବନେଶ୍ୱର: ମୁଣ୍ଡ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯ ଜିଲ୍ଲାରୁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୨୬ ଓ ୩୦ ବର୍ଷୀୟ ଯୁବକ । ସୁନ୍ଦରଗଡ଼…

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍…

କରୋନାକୁ କାବୁ ପାଉଛି ଗଞ୍ଜାମ, ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ

ଗଞ୍ଜାମ: ରାଜ୍ୟରେ କରୋନାର ସଂକ୍ରମିତ ଜିଲ୍ଲା ଗଞ୍ଜାମ । ୧୮ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ରୁତଗତିରେ ବଢ଼ିଥିଲା ସଂକ୍ରମଣ । ସେହି ଅନୁପାତରେ ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଏବେ ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି ବେକାବୁ କରୋନା । ଗଞ୍ଜାମରେ ୯୦% ଆକ୍ରାନ୍ତ ସୁସ୍ଥ ଗଞ୍ଜାମ…

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା…