Latest Odisha News
Browsing Tag

Odisha Government

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି । ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ…

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି, ଲକଡାଉନ କୋହଳ ହେବା…

କରୋନା ସଙ୍କଟରେ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଓଡ଼ିଶାର ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ କରୋନା ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଏକ ପରିବର୍ତ୍ତିତ ଅର୍ଥନୀତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ଶିଳ୍ପ ନୀତି ପରିଯୋଜନା (ଆଇଇପିଆର) ୨୦୨୦ରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି । ବିଶ୍ୱର ବହୁ ପୁଞ୍ଜି ନିବେଶକ ଓଡ଼ିଶାରେ ପୁଞ୍ଜି…

ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି

ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା । ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର…

ଆଇଏଏସ ସ୍ତରରେ ଅଦଳବଦଳ; ନିରଞ୍ଜନ ହେଲେ ଉତ୍ତରାଞ୍ଚଳ ଆରଡିସି

ଭୁବନେଶ୍ୱର: ଆଇଏଏସ୍ କ୍ୟାଡର ସ୍ତରରେ ଶୁକ୍ରବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ଅଦଳବଦଳ କରାଯାଇଛି । ୨୦୦୪ ବ୍ୟାଚର ଅଧିକାରୀ ନିରଞ୍ଜନ ସାହୁ ରାଜସ୍ୱ ମଣ୍ଡଳ କମିଶନର(ଆରଡିସି), ଉତ୍ତରାଞ୍ଚଳ ଡିଭିଜନରେ ନିଯୁକ୍ତି ପ୍ରଦାନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଆଜି ଏକ…

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ୍-ହାଇୱେ ଯୋଜନାକୁ ଓଡିଶା ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ୱର: ଓଡିଶା ଉପକୂଳରେ କୋଷ୍ଟାଲ୍-ହାଇୱେ ନିର୍ମାଣ କରିବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ପରିଶେଷରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅତିରିକ୍ତ ସଚିବ ଆରକେ ଆଚାର୍ଯ୍ୟ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ)ର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ପତ୍ର ଲେଖି ସୂଚନା…

ସରକାରୀ ଅଫିସରେ ‘ଭାଇ’ ଡାକକୁ ନାଁ; ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡିଶା ସରକାରୀ କାର୍ଯ୍ୟାଳୟରେ ଡ୍ୟୁଟି ଅବଧି ମଧ୍ୟରେ କର୍ମଚାରୀଙ୍କୁ ‘ଭାଇ’ ସମ୍ବୋଧନ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟ ସରକାରଙ୍କ ପଶୁସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି…

ସ୍ୱାସ୍ଥ୍ୟସେବା ଲାଗି ଟୋଲ୍ ଫ୍ରି’ ନଂ ଶୁଭାରମ୍ଭ କଲେ ଓଡିଶା ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପରାମର୍ଶ ଲାଗି ଜନସାଧାରଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । କେବଳ ଗୋଟିଏ ମାତ୍ର କଲ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୋକମାନେ ସହଜରେ ପାଇପାରିବେ । ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି’…

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର…

୩ ସହକାରୀ ସରକାରୀ ଓକିଲଙ୍କୁ ବହିଷ୍କାର କଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ଗୁରୁବାର ଦିନ ୩ ଜଣ ସହକାରୀ ସରକାରୀ ଓକିଲଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର ଓ ବଂଶୀଧର ଦାସ। ଏନେଇ ଆଇନ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି।