Latest Odisha News

BREAKING NEWS

Browsing Tag

odisha

୨୦୪୦ ବେଳକୁ ୧୧.୨ କୋଟି ଲୋକଙ୍କୁ ହୋଇପାରେ ଗ୍ଲୁକୋମା ରୋଗ

ନୂଆଦିଲ୍ଲୀ : ରାତିରେ ନ ଶୋଇ ଦିନରେ ଶୋଇବା ଦ୍ୱାରା ବଢ଼ିପାରେ ମୋତିଆବିନ୍ଦୁ ଆଶଙ୍କା । ଏକ ଆକଳନରୁ ଜଣାପଡ଼ିଛି ଯେ ରାତିରେ  ପର୍ଯ୍ୟାପ୍ତ ନିଦରେ ନ ଶୋଇପାରିବା,  ଦିନରେ ନିଦ ଲାଗିବା ଏବଂ ଘୁଙ୍ଗୁଡି ମାରିବା ଫଳରେ ଆଖି ଉପରେ କୁପ୍ରଭାବ ପଡିଥାଏ। ଫଳରେ କଳା ମୋତିଆବିନ୍ଦୁର ଆଶଙ୍କା…

ଓଡ଼ିଶାରେ ଚଳିତବର୍ଷ ୬୪ ନକ୍ସଲ ନିପାତ କରିଛି ବିଏସ୍ଏଫ୍

ଭୁବନେଶ୍ୱର : ଆସନ୍ତାକାଲି ସୀମା ସୁରକ୍ଷା ବଳ ବା ବିଏସଏଫ୍ ପ୍ରତିଷ୍ଠା ଦିବସ । ଆଜିକୁ ୫୭ ବର୍ଷ ଧରି ସୀମା ସୁରକ୍ଷା କରିଆସୁଛି ବିଏସଏଫ୍ । ଯାହାକୁ ବିଏସଏଫ୍ ପକ୍ଷରୁ ‘ରେଜିଙ୍ଗ ଡେ’ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ୨୦୧୦ରୁ ବିଏସଏଫ୍ କର୍ତ୍ତବ୍ୟରତ । ୨୦୦୪ରେ କୋରାପୁଟ ମୋଟୁ ଥାନା…

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩…

ଆଜି ହେଉଛି ମାଣ୍ଡିଆ ଦିବସ

ଭୁବନେଶ୍ବର : ଆଜି ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ।ମାଣ୍ଡିଆ ଆଦିବାସୀ ସଂସ୍କୃତି ସହ ବହୁ ଆଗରୁ ଜଡ଼ିତ। ତେବେ ଏଥିରେ ଥିବା ଭିଟାମିନ୍‌ ବା ଖାଦ୍ୟସାର ବେଶ୍‌ ଉପଯୋଗୀ । ସେଥି ପାଇଁ ମାଣ୍ଡିଆାର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି  । ଅନେକ ଚାଷୀ ମାଣ୍ଡିଆ…

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ତାଙ୍କ ଗସ୍ତବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩ ଶହ ଅଫିସର ନିୟୋଜିତ ହେବେ । କେବଳ ପୁରୀରେ ୫ଜଣ ଏସପି…

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଭାଷା ଭାଗବତ : ସ୍ଥିର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିରେ ଲେଖା ସ୍ଥିର ଜ୍ଞାନ ନୁହେ ତ ପ୍ରତ୍ୟକ୍ଷ ଅର୍ଜନ କରିଲେ ପୁନଶ୍ଚ ଲିଖନ ଭାଷାର ମାନ ହୁଏ କ୍ଷୁଣ୍ଣ ଜ୍ଞାନକୁ କରିଲେ ଆବଦ୍ଧ ମେଧା ହୋଇଲେ ଅବରୁଦ୍ଧ ସେହି ମେଧାର ଉତ୍ପାଦନ ହୁଅଇ ଯାଚ୍ଛାତା ସମାନ ଯେ ସତେ…

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ…

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  । କଟକ ଜିଲ୍ଲା ଓଲଟପୁରସ୍ଥିତ…

ଓଳାଶୁଣି ଛକ ସ୍ଥିତ ବ୍ରିଜର ହେବ ସମ୍ପ୍ରସାରଣ

ଭୁବନେଶ୍ବର :  ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ…