Latest Odisha News

BREAKING NEWS

Browsing Tag

Parliament

୧୨ଟି ପ୍ରମୁଖ ବନ୍ଦରକୁ ଅଧିକ ସ୍ୱାଧୀନତା ପ୍ରଦାନ କରିବାକୁ ସଂସଦରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ସଂସଦ ବୁଧବାର ଦିନ ଏକ ବିଲ୍ ପାରିତ କରିଛି ଯାହା ଦେଶର ୧୨ ଟି ପ୍ରମୁଖ ବନ୍ଦରକୁ ନିଷ୍ପତ୍ତି ନେବାରେ ଅଧିକ ସ୍ବାଧୀନତା ପ୍ରଦାନ କରିବାକୁ ଏବଂ ବୋର୍ଡ ଗଠନ କରି ସେମାନଙ୍କ ଶାସନକୁ ବୃତ୍ତିଗତ କରିବାକୁ ଚାହୁଁଛି। ମେଜର ବନ୍ଦର ପ୍ରାଧିକରଣ ବିଲ୍, ୨୦୨୦ ବାଲାଟ୍ ଭୋଟ୍ ମାଧ୍ୟମରେ…

ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦି । ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ ବୋଲି ପ୍ରଧାନମନ୍ତ୍ରୀ…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…