Latest Odisha News

BREAKING NEWS

Browsing Tag

patient

ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ବିପଦପୂର୍ଣ୍ଣ ଯାତ୍ରା, ଭରା ନଦୀରେ ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍‌ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : କ୍ୱାକଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ନକଲି ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬। ପରିବାର ଲୋକଙ୍କ କହିବା…

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା…

[ଭିଡିଓ] ବିଗ୍‌ବସ୍ ଦେଖାଇ ରୋଗୀର ବ୍ରେନ୍ ସର୍ଜରୀ କଲେ ଡାକ୍ତର

ଗୁଣ୍ଟୁର: ସାଧାରଣତଃ ବ୍ରେନ୍ ସର୍ଜରୀ ସମୟରେ ରୋଗୀକୁ ଶୋଇବାକୁ କିମ୍ବା ଅଚେତ୍ ହେବାକୁ ଦିଆଯାଇନଥାଏ । ଏଥିପାଇଁ ଡାକ୍ତରୀ ଦଳ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳରେ ଏକ ବ୍ରେନ ସର୍ଜରୀ କରିବାକୁ ଯାଇ ଡାକ୍ତରୀ ଦଳର ଅଭିନବ ଉପାୟ ଚର୍ଚ୍ଚାକୁ…

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…