Latest Odisha News

BREAKING NEWS

Browsing Tag

Poetry

କବିତାକୁ ନେଇ ପ୍ରଦର୍ଶନ ଓ ପରିବେଷଣର ପରମ୍ପରା ପୁଣି ଥରେ ଫେରି ଆସିବା ଉଚିତ 

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଅନେକ ସମୟରେ ଭାବେ, ଆମର ପୁରାଣପଣ୍ଡାମାନେ ଯଦି ନଥାନ୍ତେ, ତାହେଲେ ବ୍ୟାସ ଓ ବାଲ୍ମୀକି ଆମର ହୋଇ ରହିଥାନ୍ତେ କି? ଆଜି ଯଦି ସାରଳା ଦାସ କି ଜଗନ୍ନାଥ ଦାସ ଆମ ଭିତରେ ବଞ୍ଚିକି ଅଛନ୍ତି, ତାର ଏକମାତ୍ର ଜୀବନୀଶକ୍ତି ଏହି ପୁରାଣପଣ୍ଡା ଓ…

କବିତା: ମହିଷାମର୍ଦ୍ଦିନୀ ଓ ବର୍ତ୍ତମାନ

ସଞ୍ଜିତା ପ୍ରଧାନ  ନାରୀ ଶକ୍ତି ରୂପେ ମହିଷାମର୍ଦ୍ଦିନୀ                                        ଆସ ମା' ଗୋ ଧରା ଧାମେ ସହସ୍ର ଅସୁର ଉତ୍ପାତରେ ଆଜ ନାରୀ ସୁପ୍ତ ତା'ର ନାମେ । ମିଛ ପ୍ରହସନେ ପ୍ରତାରିତ ହୁଏ ଛଳନା ର ମାୟା ଜାଳେ କ୍ଷୁର୍ଣ୍ଣ ହୁଏ ତା'ର ମାନ ଓ ସମ୍ମାନ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

କବିତା ପାଇଁ ନୋବେଲ ପୁରସ୍କାର, ହେଲେ କବିତା ପଢୁଥିବା ଲୋକ କାହାନ୍ତି??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଯେତେବେଳେ ଆମେରିକାର କବି ଲୁଇସ ଗ୍ଳୁକଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା, ତାହା ଅନେକାଂଶରେ ଆଶ୍ଚର୍ଯ୍ୟଜନକ ଥିଲା। ପୃଥିବୀରେ କବିତା ଲେଖୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ କବିତା…

କବିତା : ଦେବଦାସୀ

କ୍ରିଷ୍ଣା ମିଶ୍ର ତୁଳସୀ ଦୟଣା ମହକୁଛି ମହମହ ଶିହରି ଉଠୁଛି କଂକାଳ ସାର ଦେହ ସାରା ଜୀବନର ପ୍ରତୀକ୍ଷା ସଫଳ କରି ଆସିଥିଲ କିଗୋ ମଥା ଛୁଇଁ ମୋର କୁହ ଅବୋଧ ଶୈଶବ,ଚପଳ କୈଶୋର ଦିନେ ବୁଝିତ ନଥିଲି ଜୀବନ ଗୋପନ କଥା, ତମରିନାମର ସିନ୍ଦୁର ସୀମନ୍ତେ ଭରି ଜାଣିଥିଲି ଖାଲି ମୁଁଉ ତମ ପରିଣୀତା…

କବିତା : ଅଦିନ ମେଘ

ସୁପ୍ରିୟା ପଣ୍ଡା                                                        ଅଦିନ ମେଘ ଟା ଖୁବ ସୁନ୍ଦର ଖଣ୍ଡ ଖଣ୍ଡ ଭାସମାନ ରୂପ ମନ ମତାଣିଆ କିଛି ଛବି ରଙ୍ଗ ତୁଳି ହୀନ ଆକାଶର। କିଏ ବା ଜାଣିପାରେ ଅବକାଶ ହଠାତ କିଛି ର ଆଭାସ ରେ ଟପ ଟପ ଶବ୍ଦ ର ବିନ୍ଦୁ ଧରଣୀ ରାଣୀ ର…

କବିତା-ଆହ୍ୱାନ

ପ୍ରସେନଜିତ୍ ସେଠୀ                                                      ଶ୍ୱାନ ଚିତ୍କାରରେ ସୁପ୍ତ ସିଂହ ତୋର ପୌରୁଷତ୍ବ କାହିଁ ଜାଗେ ନାହିଁ, ଉଠ ଉଠ ଆଜି ସମୟ ଆସିଛି ଆପଣା ସମ୍ମାନ ରକ୍ଷା ପାଇଁ। ତୁ ସିନା ଶୋଇଛୁ ଦୀର୍ଘ ସୁସୁପ୍ତିରେ ଆତ୍ମ ସମ୍ମାନକୁ ଦ୍ୱାହି ଦେଇ,…

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ ମୁଁ ଆଉ ଜୀବନ ଗୋଟେ ରିଭଲଭିଂ ଡୋରର ଏପଟେ ସେପଟେ ନା ମୁଁ ତାକୁ ଛୁଇଁ ପାରେ ନା ସେ ମୋତେ।। ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର ଶୂନ୍ ଆଉ ଏକର ଖେଳ ନୁହେଁ ଶୂ୍ନ ଆଉ ଏକ ମଝିର ଯାତ୍ରା ହିଁ ବୋଧେ ଜୀବନ।। ଜୀବନର ହିସାବ କିତାବ ସରିଯିବା ଆଗରୁ ଏଇଠି…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…