Latest Odisha News

BREAKING NEWS

Browsing Tag

Punjab

କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଦେଶର ଅନେକ ସ୍ଥାନରେ ଆଜିଠୁ ସ୍କୁଲ ଖୋଲିଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍…

ଚମତ୍କାର ରବିବାର, ଗୋଟିଏ ମ୍ୟାଚରେ ଦୁଇଟି ସୁପର ଓଭର; ଜିତିଲା ପଂଜାବ !

ଦୁବାଇ: ରବିବାର ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଦେଖିବାକୁ ମିଳିଥିଲା ସୁପର୍ ସଣ୍ଡେ ଟକ୍କର । ଖାସ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ମ୍ୟାଚକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ସୁପର୍ ଓଭରରେ…

କୃଷି ବିଲ୍‌କୁ ବିରୋଧ ଜାରି, ରେଳ ଧାରଣା ଉପରେ ବସିଲେ ଚାଷୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ କୃଷି ବିଲ୍ ପାସ୍ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ ଜାରି ରହିଛି ବିରୋଧ । ବିଲ୍ ବିରୋଧ କରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଂଜାବରେ ଆଜି ଚତୁର୍ଥ ଦିନ ପାଇଁ ରେଳରୋକ କରିଛନ୍ତି କୃଷକ । କିଷାନ ମଜଦୁର ସଂଘ…

କୃଷି ବିଲକୁ ନେଇ ତେଜିଲା ବିକ୍ଷୋଭ: ଚିରିଲେ ବିଲ, ଜାଳିଲେ ଟ୍ରାକ୍ଟର

ହରିୟାଣା: ରବିବାର ଦିନ ରାଜ୍ୟସଭାରେ ପାରିତ ହୋଇଥିବା ନୂତନ ଚାଷ ଆଇନ ବିରୋଧରେ ହରିୟାଣାର କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀ କୃଷକମାନେ ସିର୍ସାର ଏକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ବେସରକାରୀ କ୍ରୟକାରୀଙ୍କ ପାଇଁ…

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । More power to…

ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

ଅମୃତସର: ବିଷାକ୍ତ ମଦ ପିଇ ଗଲା ୨୧ ଜଣଙ୍କ ଜୀବନ । ପଂଜାବର ଅମୃତସର, ବଟାଲା ଓ ତରନତାରନରେ ଭେଜାଲ ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି…

ପିପିଇ କିଟ୍ ଗ୍ରହଣ କଲେନି ସରକାର, କହିଲେ ଯଥେଷ୍ଟ ମହଜୁଦ ଅଛି

ଭୁବନେଶ୍ୱର: ପଞ୍ଜାବରୁ ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟ ଆସିଥିବା ବେଳେ ଏହି ସାମଗ୍ରୀ ଗୁଡ଼ିକୁ ଏବେ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି । ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍। ଏହି କମ୍ପାନୀଗୁଡ଼ିକ କରିଥିବା…