Latest Odisha News

BREAKING NEWS

Browsing Tag

Punjab

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ସିଏମ୍ ପ୍ରାର୍ଥୀ ଘୋଷଣା କରିଛି। ପଞ୍ଜାବରେ ଭଗୱନ୍ତ ମାନ ଦଳର ସିଏମ ପ୍ରାର୍ଥୀ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।ଭଗୱନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର…

ପଞ୍ଜାବରେ ଆକ୍ସନ ମୋଡ୍‌ରେ ଇଡି; ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଧୀନରେ ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢଉ କରିଛି। ଏଜେନ୍ସି ଦ୍ୱାରା ଚଢଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବ ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି। ମଙ୍ଗଳବାର…

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ନିକଟରେ ଏକ ନୂତନ ଦଳ ଗଠନ ଘୋଷଣା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସୋନିଆ…

ବଦଳିଲେ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।…

ଶୋଇଛି ସରକାର ? କରୋନା ରୋଗୀଙ୍କୁ ମିଳୁନି, ନଦୀରେ ଭାସୁଛି ରେମଡେସିଭର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ…

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ମଦ, ଲକଡାଉନରେ ବି ଏହି ରାଜ୍ୟରେ ଖୋଲା ରହିବ ମଦ ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ନିଷ୍ପତ୍ତି ଯଦିଓ ବିବାଦୀୟ ତଥାପି ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ୱସ୍ତି ଦେଇଛି । ସରକାର ଏଥିରୁ ରାଜସ୍ୱ ମାଧ୍ୟମରେ ଆଶ୍ୱସ୍ତି ପାଇଥିବା ବେଳେ ଲୋକ ମଦରେ ସଉକ ଥିବା ଲୋକଙ୍କ…

ରବର୍ ବଏଙ୍କ କମାଲ୍, ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁପାରୁଛନ୍ତି 

ପଞ୍ଜାବ: ସାଧାରଣ ମଣିଷ ଲାଗୁଥିବା ଜଣେ ଅସାଧାରଣ ବାଳକ । ଦେଖିବାକୁ ମଣିଷ ଭଳି ସେମ୍ ଟୁ ସେମ୍ । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର୍ଯ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି…

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ । ତାମିଲନାଡୁର ବିସ୍ଫୋରକ…

ଦଶହରାରେ ରାବଣ ଜାଗାରେ ଜଳିଲା ମୋଦିଙ୍କ ପୁତ୍ତଳିକା, ରାହୁଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: ରାବଣ ବଦଳରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା । ଦଶହରା ଅବସରରେ ପଞ୍ଜାବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗଇ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି…

[ଭାଇରାଲ୍ ଭିଡିଓ] ପଂଜାବୀ ରାବଣର ଭାଙ୍ଗଡା ଡାନ୍ସ !

ପଂଜାବ: ଆଜି ପବିତ୍ର ଦଶହରା । ସାରା ଦେଶରେ ଲୋକେ ମା' ଦୁର୍ଗାଙ୍କ ପୂଜାରେ ନିମଗ୍ନ ଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦଶହରା ସମୟୟରେ ରାମଲିଳା କିଛି ନୂଆ କଥା ନୁହେଁ । ହେଲେ ପଂଜାବର ରାମଲିଳାରେ ଦେଖିବାକୁ ମିଳିଛି ରାବଣର ମଡର୍ଣ୍ଣ ଅବତାର । ସୋସିଆଲ ମିଡିଆରେ…