Latest Odisha News

BREAKING NEWS

Browsing Tag

puri

ଅଣବସର ଘରେ ଶ୍ରୀଜୀଉ, ଆରମ୍ଭ ହେଲା ଅଲାରନାଥ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଜରରେ ପଡ଼ିଛନ୍ତି ଠାକୁର । ଅଣବସର ଘରେ ଠାକରୁ ଥିବାବେଳେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଆଜି ଭୋରରୁ ଅଲାରନାଥ ପୀଠରେ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡ଼ପଲାଗି ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ…

ସ୍ନାନମଣ୍ଡପରେ ବିଜେ ହେଲେ ମହାପ୍ରଭୁ

ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ସୁବିଧା ଛଡ଼ା ଅନ୍ୟ ନିର୍ମାଣ ବେଆଇନ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ ।…

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ…

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି । ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ-…

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ…

ପୁଲିସ ଆଗରେ ଅଭିଯୁକ୍ତ ବଖାଣିଲା, କାହିଁକି ଜଗା ଚୁଲି ଭାଙ୍ଗିଥିଲା

ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ…

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଜଣେ ଅଟକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ଜଣଙ୍କୁ ଧରିଛି । ଏନେଇ ପୁରୀ ପୋଲିସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ଧରାଯାଇଛି । Temple Rosaghara Case - The suspect identified in CCTV…

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…