ଶ୍ରୀଜିଉଙ୍କ ଦର୍ଶନ କଲେ କମେଡିଆନ୍ କପିଲ ଶର୍ମା
ପୁରୀ: ପ୍ରଥମ ଥର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କମେଡିଆନ ତଥା ବଲିଉଡ କଳାକାର କପିଲ ଶର୍ମା । ନିଜର ଏକ ଫିଲ୍ମ ସୁଟିଂ ପାଇଁ ଭୁବନେଶ୍ୱର ଗସ୍ତରେ ରହିଥିବା କପିଲ ସୋମବାର ସଂଧ୍ୟାରେ ବଡ ଠାକୁରଙ୍କୁ ଦର୍ଶନ କରିଥିଲେ ।
କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ…