Latest Odisha News

BREAKING NEWS

Browsing Tag

puri

ଏମସିସି ଓ ଏମଆରଏଫ କେନ୍ଦ୍ର ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀରେ ଜାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଦାୟୀ ଜିଲ୍ଲାପାଳ ବଲୱନ୍ତ ସିଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଅବଗତ କରାଇଛନ୍ତି । ପୁରୀ ସହରରେ ଆବର୍ଜନା ସଂଗ୍ରହ ଓ…

ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ସମ୍ବିତ ପାତ୍ର। ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି। ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି…

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ…

ଶ୍ରୀଜିଉଙ୍କୁ ୨୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ରବିବାର ଦିନ ୨୧ କିଲୋଗ୍ରାମର ରୂପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ସୂଚନାନୁସାରେ, ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି…

ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ବଡ଼ ଦେଉଳ; ଗାଇଡ଼ଲାଇନ ମଧ୍ୟରେ ଦର୍ଶନ କରିବେ ଭକ୍ତ

ପୁରୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସ ପରେ ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ…

ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ନିଜ ଅଂଚଳରୁ କୋଭିଡ ରିପୋର୍ଟ ଆଣିବେ ।…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…

ଜଗା ଦର୍ଶନ ପାଇଁ ଏସଓପି ଜାରି

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି…

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ।…

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ; ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଓଡ଼ଣଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ…