ବିନା ଭକ୍ତରେ ବାହୁଡ଼ିବେ ଶ୍ରୀଜଗନ୍ନାଥ; ସଟଡ଼ାଉନରେ ପ୍ରଶାସନର ଜୋରଦାର ପ୍ରସ୍ତୁତି
ପୁରୀ: ଯାତ୍ରା ସାରି ବାହୁଡ଼ିବେ ଶ୍ରୀଜଗନ୍ନାଥ । ବିନା ଭକ୍ତରେ ରଥ ଟଣାଯିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ…