ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଅଭିମାନର ଦିନ…
ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ସ୍ୱୟଂ ନାରାୟଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ପବିତ୍ର ପୁରୀଧାମରେ ମାନବୀୟ ଲୀଳା ପ୍ରକଟ କରିଚାଲିଛନ୍ତି । ଆମ ପରି ସାଧାରଣ ମନୁଷ୍ୟମାନଙ୍କର ଯେପରି ଦୈନିକ ସାଧାରଣ ଜୀବନଚର୍ଯ୍ୟା ଥାଏ ମହାପ୍ରଭୁଙ୍କର…