Latest Odisha News

BREAKING NEWS

Browsing Tag

pustak parichaya

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ ମୂଳ ରଚନା ‐ ଆଗାଥା କ୍ରିଷ୍ଟ ଅନୁସୃଜନ ‐ ସୁରେନ୍ଦନାଥ ଦାଶ  ପ୍ରକାଶକ ‐ଇଙ୍କଡିଉ ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର ! ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ…

ପୁସ୍ତକ ପରିଚୟ : ଏମିଲିଆ ଫର୍ଣ୍ଣାଡେଜ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଲେଖକ : କୁଳମଣି ଷଡ଼ଙ୍ଗୀଙ୍କ ମେଘାଳୟ ଅନୁଭୂତି "ଏମିଲିଆ ଫର୍ଣ୍ଣାଡେଜ" ପ୍ରକାଶକ ‐ ଶାନ୍ତିସେନା ପବ୍ଲିକେଶନ ମୂଲ୍ୟ ‐ ଟ୧୭୫/- ମାତ୍ର ! ଖୁବ୍ କମ୍ ସମୟ ମଧ୍ୟରେ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବିଂଶାଧିକ ଗ୍ରନ୍ଥ ଭେଟି…

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ ଲେଖକ : ସଦାଶିବ ରଥ ବୀରରାମଚନ୍ଦ୍ରପୁର, ପୁରୀ ମୂଲ୍ୟ ‐ ୪୫/- ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭…

ପୁସ୍ତକ ପରିଚୟ : ଷଠୀରୁ ଷାଠିଏ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ବାସନ୍ତୀ ଦାସଙ୍କ ଆତ୍ମଜୀବନୀ "ଷଠୀରୁ ଷାଠିଏ" ଏକ ସୂକ୍ଷ୍ମ ଆକଳନ ପ୍ରଥମ ପ୍ରକାଶ ‐ ୨୦୨୩ ପ୍ରକାଶକ ‐ ଶିଳାଶ୍ରୀ ପବ୍ଲିକେଶନ୍ସ, ଭୀମଟାଙ୍ଗି, ଭୁବନେଶ୍ବର ଯୋଗାଯୋଗ ‐ ୯୮୫୩୯୯୩୯୯୩ ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ.୨୫୦/- ମାତ୍ର  ଜୀବନରେ ବେଶ୍…

ପୁସ୍ତକ ପରିଚୟ : ଲୌକିକ ପାରଲୌକିକ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ଲୌକିକ ପାରଲୌକିକ ଗାଳ୍ପିକ : ନିତ୍ୟାନନ୍ଦ ପଣ୍ଡା ପ୍ରକାଶକ ‐ ଶ୍ରଦ୍ଧା ପ୍ରକାଶନୀ, ଅଲିଶା ବଜାର, କଟକ ମୋ ‐ ୯୯୩୮୪୬୩୩୨୨ ପୃଷ୍ଠା ‐ ୨୨୪, ମୂଲ୍ୟ ଟ୨୧୫/- ମାତ୍ର ଶୂନଶାନ୍ ରାତି, କିଟିମିଟିଆ ଅନ୍ଧାର....ଆକାଶରେ ଜହ୍ନ…

ପୁସ୍ତକ ପରିଚୟ : ଅୟୁତସ୍ବପ୍ନା

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : ଅୟୁତ ସ୍ବପ୍ନା କବି : ମନୋଜ ମିଶ୍ର ପ୍ରକାଶକ ‐ ସତ୍ୟମ ବୁକ୍ ଏଜେନ୍ସୀ, ଭୁବନେଶ୍ବର ପୃଷ୍ଠା ‐ ୧୨୮, ମୂଲ୍ୟ ‐ ଟ୧୨୦/ କବିତା ଓ ଗୀତର ଫ୍ୟୁଜନରେ ବନ୍ଧା କବି ମନୋଜ ମିଶ୍ର ଖୁବ୍ କମ୍ ଶବ୍ଦରେ କବିତାର କଳେବର ଗଢ଼ନ୍ତି । ସଂସାରର…

ପୁସ୍ତକ ପରିଚୟ : ଇଉ ଡି କେସ ଓ ଅନ୍ୟାନ୍ୟ ଗଳ୍ପ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା U.D. CASE ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ବିଜୟ ପ୍ରଧାନ ପୃଷ୍ଠା ‐ ୧୬୮, ମୂଲ୍ୟ ‐ ଟ୧୩୦/- ମାତ୍ର ! ପ୍ରକାଶକ ‐ ଡୁଡୁଲି ପ୍ରୋସେସ୍ ଆଣ୍ଡ ଅଫସେଟ୍ ବିତରକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ଆଧୁନିକ ଓଡ଼ିଆ କଥାସାହିତ୍ୟର ଜଣେ ବର୍ଣ୍ଣିଳ…

ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଆର୍ଯ୍ୟ ଜାତିର ଇତିହାସ ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ…

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ କବି : ପଦ୍ମଲୋଚନ ସାହୁ ପ୍ରକାଶକ : ଲିପିକା , ଜଟଣୀ ପୃଷ୍ଠା : ୧୧୨ ମୂଲ୍ୟ : ୧୫୦ ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ।…

ପୁସ୍ତକ ପରିଚୟ : ସରିଯାଇଥିବା ଋତୁ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଉପନ୍ୟାସ : ସରିଯାଇଥିବା ଋତୁ ଔପନ୍ୟାସିକ : ବିଜୟ ପ୍ରଧାନ, ପ୍ରକାଶକ ‐ ସାହିତ୍ୟ ଶ୍ବେତପଦ୍ମା, ଭୁବନେଶ୍ବର ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ୨୩୦/- ସାହିତ୍ୟରେ ଉପନ୍ୟାସର ସ୍ଥାନ ସର୍ବଦା ସ୍ବତନ୍ତ୍ର । ଚରିତ୍ର ଓ ଘଟଣା ଗଢିବାକୁ ଏଠି ପର୍ଯ୍ୟାପ୍ତ…