Latest Odisha News

BREAKING NEWS

Browsing Tag

pustak parichaya

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପ୍ରଥମ ପ୍ରକାଶ : ୨୦୧୧ ପୃଷ୍ଠା ସଂଖ୍ୟା : ୧୨୯ ମୂଲ୍ୟ : ୧୫୦ ଟଙ୍କା ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ 'ବିମ୍ବ ପୁରୁଷ' ଏକ ନିଆରା ସୃଷ୍ଟି । ହେଲେ ବିମ୍ବ…

ପୁସ୍ତକ ପରିଚୟ : ଭାବ ବଇଭବ

ତାରାପ୍ରସାଦଙ୍କ 'ଭାବ ବଇଭବ' ଶହେଟି ଗୀତି..... ଅସରନ୍ତି ପ୍ରୀତି.... ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଭାବ ବଇଭବ କବିତା ସଙ୍କଳନ କବି : ତାରାପ୍ରସାଦ ଜେନା ଜେଇସି ପବ୍ଲିକେସନ ପୃଷ୍ଠା : ୧୧୨ ମୂଲ୍ୟ : ୧୯୯ ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ…

ପୁସ୍ତକ ପରିଚୟ : ଯୁଦ୍ଧର ଆକାଶ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  କବି ହରିହର ମିଶ୍ରଙ୍କ 'ଯୁଦ୍ଧର ଆକାଶ' ଏକ ଅସମ୍ପୂର୍ଣ୍ଣ ଅନୁଭବ କବିତା ସଙ୍କଳନ : ଯୁଦ୍ଧର ଆକାଶ କବି ହରିହର ମିଶ୍ର, ପୁରୀ ପ୍ରକାଶକ ‐ ସୁଲଭ ପ୍ରକାଶନୀ, ବଳଗଣ୍ଡି, ପୁରୀ ଯୋଗାଯୋଗ ‐ ୯୮୬୧୧୫୩୯୯୧ ମୂଲ୍ୟ ‐ ଟ୧୫୦/- ମାତ୍ର ବିଗତ ଛଅ…

ପୁସ୍ତକ ପରିଚୟ : ବିକ୍ଷୁବ୍ଧ ସମୁଦ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା କବିତା ବହି : ବିକ୍ଷୁବ୍ଧ ସମୁଦ୍ର କବି : ପବିତ୍ର ମୋହନ ଦାଶ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପ୍ରଥମ ପ୍ରକାଶ : ୨୦୧୮ ପୃଷ୍ଠା ସଂଖ୍ୟା : ୯୫ ସମସାମୟିକ ଓଡିଆ କବିତାରେ କବି ପବିତ୍ର ମୋହନ ଦାଶ ବେଶ୍ ଏକ ଚିହ୍ନା ମୁହଁ। ସଦ୍ୟ ପ୍ରକାଶିତ ତାଙ୍କ…

ପୁସ୍ତକ ପରିଚୟ : କଲମ ନିଆଁ

କଲମ ନିଆଁ କବୀ : ଭବାନୀ ଭୂୟାଁ ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ ଭୁବନେଶ୍ୱର ପୃଷ୍ଠା : ୧୨୦ ମୂଲ୍ୟ : ୧୨୦ ଓଡ଼ିଆ କବିତାରେ ଏକ ଭିନ୍ନ କାବ୍ୟସ୍ବରର ସ୍ରଷ୍ଟା ଭବାନୀ ଭୂୟାଁ । ଭାବ ତଥା ଆବେଗ ଅପେକ୍ଷା ସେ ମଣିଷ ଜୀବନର ସଂଘର୍ଷମୟ ଅବସ୍ଥାର କଥା ଅଧିକ କହିଥାନ୍ତି।…

ପୁସ୍ତକ ପରିଚୟ : ଲଣ୍ଠନ

ଲଣ୍ଠନ ଗାଳ୍ପିକ : ଦିଲ୍ଲୀପ ବେହେରା ପ୍ରକାଶକ : ପଶ୍ଚିମା ପବ୍ଲିକେଶନସ ନୟାପଲ୍ଲୀ , ଭୁବନେଶ୍ୱର ପୃଷ୍ଠା : ୧୩୫ ମୂଲ୍ୟ : ୧୩୦  ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି…

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦ ବିହାରୀ , କଟକ ମୂଲ୍ୟ : ୧୯୫ ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ…

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା ଗାଳ୍ପିକା : ମଞ୍ଜୁବାଳା ପଣ୍ଡା ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ ଭୁନେଶ୍ୱର ପୃଷ୍ଠା : ୧୭୩ ମୂଲ୍ୟ : ୨୦୦ ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ "ବିଶ୍ୱରୂପା" ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି…

ପୁସ୍ତକ ପରିଚୟ : ଝିଅଟେ ପଥୁରିଆ ସାହିରୁ

ଝିଅଟେ ପଥୁରିଆ ସାହିରୁ ଲେଖିକା : ଚନ୍ଦ୍ରା ମିଶ୍ର ପ୍ରକାଶକ : କାହାଣୀ , କଲ୍ୟାଣୀ ନଗର,କଟକ ବିତରକ : କିରଣ କିଶୋର ଏଜେନ୍ସି ଶଗଡ଼ିଆ ସାହି,( ହନୁମାନ ମନ୍ଦିର ନିକଟ) କଟକ ୭୫୩୦୦୧ ଫୋନ୍ ନମ୍ବର : ୯୭୭୬୩୩୭୬୦୯ ପୃଷ୍ଠା : ୩୦୮ ମୂଲ୍ୟ : ୩୦୦ ଜଗନ୍ନାଥ ଧାମ ପୁରୀରେ ଜନ୍ମ ହୋଇ…

ପୁସ୍ତକ ପରିଚୟ : ବିବାକ ବସୁଧା

ବିବାକ ବସୁଧା କବି : ଭରତ ବେହେରା ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୯୬ ମୂଲ୍ୟ : ୧୧୦ କବିତାରେ କେବଳ ଲାଳିତ୍ୟର ସ୍ୱର ନ ଖୋଜି ଜୀବନ ଯନ୍ତ୍ରଣାର ସ୍ୱର ଖୋଜୁଥିବା କବି ଭରତ ବେହେରାଙ୍କ କବିତା ସଙ୍କଳନ "ବିବାକ ବସୁଧା" ଏକ ସ୍ୱତନ୍ତ୍ର ସୃଷ୍ଟି । ଏଠାରେ କବି…