ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ
ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି।
ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ…