Latest Odisha News

BREAKING NEWS

Browsing Tag

Rajya Sabha

ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ:ଦିନ କେଇଟା ପରେ ଅନୁଷ୍ଠିତ ହେବ ରାଜ୍ୟସଭାକୁ ସାଂସଦ ପଠେଇବା କାର୍ଯ୍ୟକ୍ରମ। ସେହି କ୍ରମରେ କିଏ କେଉଁଠୁ ଦାବିଦାର ହେବ, ଦଳ କାହାକୁ ବଛିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। ଶୁଣିବାକୁ…

କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।…

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ…

ପିଟି ଉଷା ଯିବେ ରାଜ୍ୟସଭା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସ ବିଧାୟକ ନିଲମ୍ବିତ

ଚଣ୍ଡିଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ନିଲମ୍ବିତ ହୋଇଛନ୍ତି । ହରୟାଣାର ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଶୁକ୍ରବାର ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି । ଦଳ ବିରୋଧରେ ଭୋଟ୍ ଦେବା ଯୋଗୁଁ ଫଳସ୍ୱରୂପ…

କର୍ଣ୍ଣାଟକରେ ତିନୋଟି ଆସନରେ ଜିତିଲା ବିଜେପି, କଂଗ୍ରେସ ଗୋଟିଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନରେ ​​ବିଜେପି ୪ଟି ସିଟ୍ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଦଳ ଜେଡିଏସ ପ୍ରାର୍ଥୀ ହାରିଛନ୍ତି।…

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ ଜିତିଲା କଂଗ୍ରେସ, ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ବାଟ ଓଗାଳିଲେ ଏହି…

ଜୟପୁର: ରାଜସ୍ଥାନରେ ଚାରି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହେବା ସୁନିଶ୍ଚିତ ଥିଲା। କିନ୍ତୁ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଆଉ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଜି ମିଡିଆର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ରାଙ୍କ ମଧ୍ୟରୁ କିଏ ଯିବ…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବେ ମଲ୍ଲିକାର୍ଜୁନ ଖାର୍ଗେ!

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭାରେ ଏହାର ବିରୋଧୀ ଦଳର ନୂତନ ନେତା ଚୟନ କରିଛି। ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ଦିନରେ ଅର୍ଥାତ୍ ୧୫ ଫେବୃଆରୀରେ ଶେଷ ହେବ। ଏହାପୂର୍ବରୁ କଂଗ୍ରେସ ଦଳ ଏହାର ବିରୋଧୀ ଦଳର ନେତା ଚୟନ କରିଛି। ଗୁଲାମ ନବୀ…

ଓଡ଼ିଶା ଠାରୁ ମେଟ୍ରୋ ରେଳ ପ୍ରୋଜେକ୍ଟ ନେଇ କୌଣସି ପ୍ରସ୍ତାବ ମିଳିନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାରେ କୌଣସି ମେଟ୍ରୋ ରେଳ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ମିଳିନାହିଁ । ରାଜ୍ୟସଭାରେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣଭଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ସହର ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଭିତ୍ତିଭୂମି ବିକାଶ ଓ…