Latest Odisha News
Browsing Tag

Renovation

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ । ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା ।…

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

[ଦେଖନ୍ତୁ ଭିଡିଓ] ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ

ପୁରୀ: ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ହେବ ପୁନରୁଦ୍ଧାର । ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ପୁଷ୍କରିଣୀ ନେବ ନୂଆ ରୂପ । ଏଥିପାଇଁ ଅଭଡ଼ା ଯୋଜନାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝଲସିବ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରାଶି । ଇତିହାସ…

ଏସସିବିର ହେବ ନବକଳେବର…୨୦୨୪ରେ ହେବ ଉଦଘାଟନ

ଭୁବନେଶ୍ୱର : ବଦଳିବ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ରୂପରେଖ । ନବକଳେବର ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ହେବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ୨୦୨୪ମସିହା ଜାନୁଆରୀ ୧ତାରିଖରେ ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି । ୧୬୧ଏକର ଜମିରେ ତିଆରି ହେବାକୁ…

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପରେ ଏବେ ଓଡିଶା ସରକାରଙ୍କ ପକ୍ଷରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ରବିବାର ଦିନ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ…