Latest Odisha News

BREAKING NEWS

Browsing Tag

S Jaishankar

ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ; ଲଦାଖ ଜମି ହରାଇବା ପ୍ରସଙ୍ଗରେ ଦେଲେ କଡା ଜବାବ

ପୁଣେ: ରାହୁଲଙ୍କୁ କଡା ଜାବବ ଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, ବିପକ୍ଷ ନେତା କହୁଛନ୍ତି, ଚୀନ ଏହି ଭୂଖଣ୍ଡକୁ କଜ୍ଜା କରି ନେଇଛି । ହେଲେ ବାସ୍ତବରେ ଏହି ଜାଗା ୧୯୬୨ରେ ଚୀନ ଏହାକୁ ନିଜ କବଜାକୁ ନେଇଛି । ଜବାହାରଲାଲ ନେହରୁ…

୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚେତାବନୀ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ୱର ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ଥରିଉଠିଥିଲା ମୁମ୍ୱାଇ । ଆଜି ଏହି ଆକ୍ରମଣକୁ ୧୪ବର୍ଷ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ କରି ସେ କହିଛନ୍ତିଯେ, ଯେଉଁମାନେ ମୁମ୍ୱାଇ ଆକ୍ରମଣର…

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତର-ପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଦୁଇ ଦିନିଆ…

ଆଜି ଭାରତ ଆସୁଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପାର୍‌ । ନୂଆଦିଲ୍ଲୀରେ ଟୁ ପ୍ଲସ୍‌ ଟୁ ଆଲୋଚନା ରହିଛି । ଦୁଇ ଭାରତୀୟ ପ୍ରତିପକ୍ଷଙ୍କ ସହ ସେମାନେ ଆଲୋଚନା କରିବେ । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ଦୁଇ ଦେଶ ମଧ୍ୟରେ…

ଶାନ୍ତି ପାଇଁ ଭାରତ-ଚୀନ ସହମତି, ଫୋନ୍‌ରେ ୱାଙ୍ଗ ୟିଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଘାଟିରେ ଶାନ୍ତି ପାଇଁ ସହମିତି ପ୍ରକାଶ କଲେ ଭାରତ-ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି । ଦୁହେଁ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି…

ନାଇଜେରିଆରୁ ଉଦ୍ଧାର ହେଲେ ୫ ଭାରତୀୟ, ଜଣେ ଓଡିଆ ସାମିଲ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ନାଇଜେରିଆର ବନି ଦ୍ୱୀପପୁଞ୍ଜରୁ ଅପହୃତ ହୋଇଥିବା ଜଣେ ଓଡିଆ ନାବିକଙ୍କ ସହ ୫ ଜଣ ଭାରତୀୟଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।…