Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ପୁନେଇଁ ନିଆଁ

ଜ୍ଞାନ ରଞ୍ଜନ କର ତୁମେ ହେଇଥାଅ ବାର ମାସେ ବାର ପୁନେଇଁ ରାତିର ପୂର୍ଣ୍ଣ ଜହ୍ନ, ହେଲେ ମୋତେ ତୁମେ ଜାଣିନ, ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ । ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ... ତୁମକୁ ଆକାଶରେ ଆଜି କେହି ଦେଖିବେନି, କାରଣ ମୁଁ ମାଟିରେ ଜଳିଲେ ତୁମ ଆକାଶ ଝାଉଁଳି ପଡେ,…

କବିତା : ଲୁହ

ରବି ପଣ୍ଡା ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି ଟିକିଏ ନରମ ଛୁଆଁ ସାରିଦିଏ ତା' ସହନ ଶକ୍ତି। ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି କୋଉଠୁ ଉଠାଏ…

କବିତା : ସବୁକିଛି ମିଳି ଯାଏ 

ଅନସୂୟା ପଣ୍ଡା ଘଟଣାର ଅର୍ଥ ଜାଣି ଥିବା ଲୋକ ହିଁ ସୁଖୀ, ହେଲେ କଣ ଜାଣି କି ଲାଭ ଯେ? ଉଚ୍ଚ ପର୍ବତ ସବୁ ଜାଣେ, ବିଶାଳ ଆକାଶର ଗମ୍ଭୀରତା, ଅନନ୍ତ ସାଗରର ଅସ୍ଥିରତା, ଚୁଲବୁଲି ବର୍ଷାର ଚଞ୍ଚଳତା, ସର୍ବସଂହା ପୃଥିବୀର ସ୍ଥିରତା l ସେ ସୁଖୀ କି? ବୋଧ ହୁଏ ସେ ସୁଖୀ, ଖୁବ…

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

କବିତା : ପାହାଡ଼

ପ୍ରଦୀପ ପଣ୍ଡା ସେ ଓ ମୁଁ ବସିଥାଉ ପୃଥିବୀର ସୀମାନାରେ ମୋର ହେବାଯାଏଁ ଅନ୍ତର୍ହିତ। ମୁଁ, ମୁଁ ନଥାଏ ଓ ସେ କଦାଚିତ ସେ ନଥାଏ ଆମେ ବସିଥିବା ଯାଏଁ। ପକ୍ଷୀମାନେ ଉଡନ୍ତି ମେଘମାନେ ବି ପତ୍ରମାନେ କୋଳାକୋଳି ହୁଅନ୍ତି ପବନରେ, ତା'ର ଓ ମୋର ପକ୍ଷୀମାନେ ମେଘମାନେ ପତ୍ରମାନେ।…

କବିତା : ଡଙ୍ଗା

ନାରାୟଣ ସାହୁ  ଏଇଠି ,, ଏଇଠି ଗୋଟିଏ ଡଙ୍ଗା ଥିଲା ନା ' ତା ବାଉରୀ! ସେ ନଈରେ ପାଣି କାଟି ଜିତିପାରେ କୂଳ ସେ ପବନରେ ଆଙ୍କିପାରେ ନିଜ ସିଂହାସନ ସେ ପଥରରେ ଦେବୀ ପୂଜେ ପକ୍ଷୀ ତାର ଦିଗ ଆଉ ମାଛ ତା' ବାହାନ! ବାଉରୀ ବାଉରୀ ବୋଲି ଡାକିଦିଏ ମଦନା "ଓ" ବୋଲି ଦକ୍ଷିଣରୁ ଭାସି…

କବିତା : କାଳାନ୍ତର

ଗଗନ ଭେଦି ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲମ୍ବିଯାଉଥିବା ଶବ୍ଦ ସବୁ ବେଳେବେଳେ ଗଢିପାରନ୍ତି ନାହିଁ ବାକ୍ୟ। କେଉଁ ଅଜଣା କ୍ଷେପଣାସ୍ତ୍ରରେ ଆହତ ହୋଇ ଅକ୍ଷ ,କକ୍ଷଚ୍ୟୁତ ହୋଇ ଯାଆନ୍ତି। ତାପରେ , ସମୀକ୍ଷା ଆତତାୟୀର ଠିକଣା ନିର୍ଦ୍ଧାରଣରେ ସଜଡ଼ା ଯାଇପାରେନା ଆଉ ଏକ ବ୍ୟୋମଯାନ।…

କବିତା : ଲୋହିତ ନିଦ୍ରା

ଇଂରାଜୀ : ଲୁଇସ୍ ଗ୍ଲୁକ୍ ଅନୁବାଦ  :  ବିଦ୍ୟୁତ୍ ପ୍ରଭା ଗନ୍ତାୟତ ଚିନ୍ତା ନ କରିବା , ଭାବ ନ ରହିବା ସବୁଠାରୁ ଭଲ ଓଃ ଏ ଭାବନା ! ଏ ସମ୍ବେଦନା ! ମୋର ସମ୍ୱେଦନା ଅଛି ବୋଲି ସେମାନେ ମୋ ଉପରେ ଜୁଲୁମ୍ କରନ୍ତି , ହୁକୁମ ଚଲାନ୍ତି କିନ୍ତୁ ମୋର ଜଣେ ଭଗବାନ ଅଛନ୍ତି ସେ ସୂର୍ଯ…

କବିତା : ମା’ ହଂସ ବାହିନୀ

ସାଧନା ପଣ୍ଡା ଶାରଦା ବରଦା ମାତା ଜୟ ବୀଣାପାଣି ପୂଜା ପାଉ ଶ୍ରୀପଞ୍ଚମେ ମା' ହଂସ ବାହିନୀ ।। ବିଦ୍ୟା ଦାତ୍ରୀ ଅଟୁ ତୁହି ସିଦ୍ଧି ପ୍ରଦାୟିନୀ ତୋ' ଦୟାରେ ମୁର୍ଖ ହୁଏ ପଣ୍ଡିତରେ ଗଣି ।। ଆଶିଷ ତୋ' ଦୂର କରେ ଅଜ୍ଞାନ ତିମିର ଜଗତେ ବିଦିତ ତୁହି ଜ୍ଞାନ ର ଭଣ୍ଡାର ।।…

କବିତା : ବେସାହାରା ପଥିକ

ନିରୁପମା ପତି ସେ.. ଅତୀତର ନିର୍ବିକାର.. ନିର୍ଜନତାର ପରିଭାଷା ମଧ୍ୟରେ ସାଉଁଟିଥିବା  ଅନ୍ତସ୍ବରଟିଏ, ସମୟର ନିଛକ ଆଢ଼ୁଆଳରେ ଅହରହ ସଂଗ୍ରାମ କରୁଥିବା ଅନ୍ତରାତ୍ମାଟିଏ, ଜୀବନ ଯୁଦ୍ଧରେ ତେଲଲୁଣର ସଂସାର ମଧ୍ୟରେ ହିସାବ ବେହିସାବର ଲମ୍ବା ତାଲିକାର ପୃଷ୍ଠାଟି ଏ, ଲୁହ ଲହୁ…